ଗର୍ଭବତୀଙ୍କୁ ଆକ୍ରମଣ
ଭଦ୍ରକ: ସାମାନ୍ୟ ଘର ନିର୍ମାଣକୁ ନେଇ ଜଣେ ଗର୍ଭବତୀଙ୍କୁ ଏକାଧିକ ପୁରୁଷ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ବ୍ଳକର ବିରୋଳି ଶାସନରେ । ପୀଡିତା ଜଣଙ୍କ ଏ ନେଇ ଭଣ୍ଡାରିପୋଖରି ଥାନାରେ ଅଭିଯୋଗ କରିଛନ୍ତି ।!-->…