ଚମ୍ପୁଆରୁ ୨ କରୋନା ପଜିଟିଭ ଚିହ୍ନଟ
ଚମ୍ପୁଆ: ଆଜି ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ମୌାଲାନାଗୁଡା ଅଞ୍ଚଳରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଦୁଇଜଣ ପଶ୍ଚିମ ବଙ୍ଗ ଫେରନ୍ତା । ଲକଡାଉନ୍ କୋହଳ ହେବା ପରେ ସେମବାନେ ପୁନଃ ପଶ୍ଚିମବଙ୍ଗରୁ ଆସି ଏାଂରେ ଏକ ନିର୍ମାଣଧିନ ମାର୍କେଟ କମ୍ପେ୍ଲକ୍ସରେ ରହି କାଠ ମିସ୍ତ୍ରୀ ଭାବେ କାମ!-->…