ପୁଅ ଛୁରା ମାଡରେ ବାପାଙ୍କ ମୃତ୍ୟୁ
ଆଠଗଡ: ଘରୋଇ କଳି ହେଲା କାଳ । ବଡ ପୁଅ ଛୁରା ମାଡରେ ବାପାର ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର ହୋଇପଡିଛନ୍ତି । ବଡପୁଅକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କଟକର ଖୁଂଟୁଣି ଥାନା ଅନ୍ତର୍ଗତ ମୁଶୁଳିଆ ଗାଁରେ ଘଟିଥିବା ଏହି ଘରକଳିରେ ବଡପୁଅ ମନୋଜ ପୃଷ୍ଟି ଛୁରାମାଡରେ ବାପ ନାଥ!-->…