ବିଶ୍ୱ ପେପର ବ୍ୟାଗ୍ ଡେ
ଲୋକେ ପରିବେଶ ପଦୂଷଣରୁ ରକ୍ଷା କରିବା ପାଇଁ ପ୍ଲାଷ୍ଟିକ ବର୍ଜନ କରିବାର ସ୍ଲୋଗାନ ଦିଆଯାଉଛି । ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ମୃର୍ତିକା ପ୍ରଦୂଷିତ ହେବା ସହ ଅନେକ ଗାଈ ଗୋରୁ ଏହାକୁ ଖାଇ ମୃତ୍ୟୁ ବରଣ କରୁଛନ୍ତି । ସେହିଭଳି କାଗଜରେ ତିଆରି ବ୍ୟାଗ୍ ପରିବେଶକୁ ବଂଚାଇ ଥାଏ । ପ୍ଲାଷ୍ଟିକ!-->…