ଏସିଆର ସର୍ବବୃହତ ସୋଲାର ପ୍ଲାଂଟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓକନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ରେୱା ଠାରେ ୭୫୦ ମେଗାୱାଟ ସୌରଶକ୍ତି ପ୍ରକଳ୍ପକୁ ଜାତି ଉଦେଶ୍ୟରେ ସମର୍ପଣ କରିଛନ୍ତି । ଏହି ପ୍ରକଳ୍ପରେ ୪୦୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ୧,୫୦୦ ହେକ୍ଟର ଜମିରେ ୩ ୟୁନିଟ ପାଇଁ ୨୫୦ ମୋଗାୱାଟ

ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡିଲା ରାଜ୍ୟର ୫ଜିଲ୍ଲା

କଟକ – ମାଓପ୍ରବଣ ଜିଲ୍ଲା ତାଲିକାରେ ରାଜ୍ୟର ୫ ଜିଲ୍ଲା ବାଦ୍ ପଡିଛି । ରାଜ୍ୟର ଅନୁଗୁଳ, ବୌଦ୍ଧ,ସମ୍ବଲୁର, ଦେବଗଡ ଓ ନୟାଗଡ ମାଓ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡିଥିବା ପୁଲିସ ମହାନିଦେ୍ର୍ଧଶକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମୁଛି, ଏହାକୁ

ସୁନୀଲ ଗାଭାସ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ- ଶୁକ୍ରବାର ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ । ସେ ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୯ ମସିହା ଜୁଲାଇ ୧୦ ତାରିଖରେ ମୁମ୍ବାଇ ରେ ଜନ୍ମ ଗ୍ରହଣ କରିଥିଲେ । ସନ୍ନି ଓ ଲିଟିଲ୍ ମାଷ୍ଟର ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର

ତୈଳ ଦରରେ ପୁଣି ପରିବର୍ତନ

ନୂଆଦିଲ୍ଲୀ- ସାତ ଦିନ ବ୍ୟବଧାନ ପରେ ପୁଣି ବଢିଛି ତୈଳ ଦର । ବର୍ଦ୍ଧିତ ନୂଆ ଦର ହିସାବରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୪୩ ଟଙ୍କାଥିବା ବେଳେ ଡିଜୋଲ ଲିଟର ପିଛା ୮୦.୭୮ ଟଙ୍କା ରହିଛି । ଜୁନ ୭ରୁ କ୍ରମାଗତ ଭାବେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଡିଜେଲ ଦର ଜୁନ ୨୯ ତାରିଖରୁ

ଡାକ୍ତରଙ୍କ ଉପରେ ଆକ୍ରମଣ

ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଉନ୍ମୁତ କାଣ୍ଡ । କାର୍ଯ୍ୟରତ ଦୁଇ ଡାକ୍ତାର ଡ.ଶ୍ୟାମପ୍ରଶନ ମିତ୍ର ଓ ଡ.ଶୁଭ୍ରାଶୁଂ କୁମାର ସାହୁଙ୍କ ଉପରେ ଆକ୍ରମଣ କରିଛି ଜଣେ ଦୃବୁତ । ଦୃବୁତ ଜଣଙ୍କ ପିଭିସ ପାଇପ ଧରି ମୋଡିକାଲ ଭିତରକୁ ପ୍ରବେଶ କରି ଡାକ୍ତରଙ୍କ ଉପରେ ଆକ୍ରଣ କରିଥିଲା ।

ମୋବାଇଲ୍ ଆସେସୋରିଜର ଦାମ୍ ବଢିଲା

ନୂଆଦିଲ୍ଳୀ: ଚୀନ ସାମଗ୍ରୀ ବ୍ୟାନ୍ ପରେ ମୋବାଇଲ୍ ଆସେସୋରିଜର ଦାମ୍ ବଢିଯାଇଛି । ଚାର୍ଜର,ସ୍କିନ୍,ଗାର୍ଡ,କଭର,କେବୁଲର ୭୦ରୁ୮୦ ପ୍ରତିଶତ ଆମଦାନୀ ଚୀନରୁ ହେଉଥିଲା । ଏବେ ଏହାର ଦାମରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଡକ୍ଟ ବଜାରରେ ମିଳୁନି ଯଦି ମିଳୁଛି ଅଧିକା ଦାମରେ ମିଳୁଛି ।

ପଛକୁ ହଟିଲା ଡ୍ରାଗନ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖସ୍ଥିତ ନିୟନ୍ତ୍ରଣରେଖାର ପାଟ୍ରୋଲିଂ ପଏଂଟ ୧୫ଠାରୁ ଭାରତ ଓ ଚୀନ ସେନାର ଅପସାରଣ ପ୍ରକ୍ରିୟା ଶେଷ ହୋଇଛି । ଚୀନ୍ ସେନା ଆଉ୨ କିଲୋମିଟର ପଛକୁ ହଟିଯାଇଥିବା ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ହଟ ସ୍ପି୍ରଙ୍ଗ୍ସ ଓ ଗୋଗ୍ରା ଠାରେ ଉଭୟ ପକ୍ଷର ସେନା ଅପସାରଣ

ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲ୍ ବନ୍ଦ କଲା ନେପାଳ

କାଠମାଣ୍ଡୁ: ନେପାଳ ଓ ଭାରତ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାକୁ ଲାଗିଛି । ନେପାଳ ସରକାର ଆଗ ସୀମା ବିବାଦ ଆରମ୍ଭ କରିଥିବା ବେଳେ ସେଠାରେ ଏବେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ କୁ ବନ୍ଦ କରି ଦିଆଯାଇଛି । କେବଳ ଦୂରଦର୍ଶନ ଛାଡିଦେଲେ ସେଠାରେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ ପ୍ରସାରଣ କରାଯିବ ନାହିଁ