ବିଂଝାରପୁରର ୩ଟି ସ୍ଥାନ କଂଟେନମେଂଟ ଜୋନ୍ ଘୋଷଣା

ବିଂଝାରପୁର- ବିଂଝାରପୁର ବ୍ଲକରେ ଗତକାଲି କରୋନା ଆକ୍ରାନ୍ତ ହୋଇଥିବା ୭ଜଣଙ୍କ ମଧ୍ୟରୁ ୩ଜଣଙ୍କ ଗାଁ କୁ ପ୍ରଶାସନ ତରଫରୁ ଆଜି କଂଟେନମେଂଟ ଏରିଆ ଭାବେ ଘୋଷଣା କରାଯାଇଛି । ବ୍ଲକ ଗୁଡିକ ହେଲା ଶାସନ୍ଦା, ବାଙ୍କିପାଳ ଓ ନରୁଆ ଗାଁ ଗୁଡିକୁ ଆଜି ସକାଳୁ ୧୯ ତାରିଖ ପର୍ଯ୍ୟନ୍ତ କଂଟେନମେଂଟ ଘୋଷଣା

ବିଂଝାରପୁରରେ ଆଉ ୭ଜଣ କରୋନା ପଜେଟିଭ୍

ବିଂଝାରପୁର- ବିଂଝାରପୁର ବ୍ଲକରେ ଆଉ ୭ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପଂଚାୟତ ସଂଘରୋଧ କେନ୍ଦ୍ରର ହୋଇଥିବା ଜଣାପଡିଛି । ବର୍ତମାନ ଏହି ୭ଜଣକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ରେ ପହଂଚିଥିବା ବେଳେ ଏଥିରୁ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜନାଥଙ୍କ ବି.ଆର୍.ଓ ସଂଗଠନ ସହ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମାବିବାଦ କମ୍ ହୋଇଥିଲେବି ଭାରତ ନିଜ ପାଦକୁ ପଛକୁ ହଟାଇ ନେଇନି । ଚୀନ୍ ପୁଣି ଥରେ ସୀମାକୁ କବ୍ଜା କରିବାକୁ ଚେଷ୍ଟା କରିବ । ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଡରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବି.ଆର୍ .ଓ

ଆମେରିକା ସେନା ଭାରତୀୟଙ୍କ ସହିତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ହୋଇଥିବା ତୁମୁଳକାଣ୍ଡର ଅନ୍ତ ହୋଇଛି । ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ହେବାକୁ ଲାଗିଛି । ଏସବୁ ମଧ୍ୟରେ ଆମେରିକା ପଟରୁ ଆସିଛି ଏକ ବନ୍ଧୁତ୍ୱପୂର୍ଣ୍ଣ ବାର୍ତା । ଭାରତ ଓ ଚୀନ୍ ର ବିବାଦ ଯଦି ବଢିଥାନ୍ତା ଆମେ ଭାରତୀୟ ସେନାଙ୍କ ସହ

କ୍ୟାପିଟାଲ ମେଡିକାଲରେ କରୋନା ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ଵର କ୍ୟାପିଟାଲ ମେଡିକାଲରେ ଦୁଇ ପଜିଟିଭ୍ ବାହାରିବା ପରେ କର୍ମଚାରୀଙ୍କ ଭିତରେ ଛନକା ପସିଛି । ୧୫ଜଣ ଷ୍ଟାଫ୍ କ୍ୱାରେଂଟାଇନ୍ ପଠାଇ ଦେଇଛନ୍ତି ମେଡିକାଲ୍ କର୍ତୃପକ୍ଷ । ଚିହ୍ନଟ ରୋଗିଙ୍କ ସଂସ୍ପର୍ଶରେ ଆସିଥିବା ଅଧା କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଛି । ଆଜି ଆଉ

ରେଳଧାରଣାରୁ ମିଳିଲା ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତଦେହ

ଭୁବନେଶ୍ୱର- ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ । ଆଜି ସକାଳ ୬.୩୦ ସମୟରେ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯୁବପିଢିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଂଚିବାକୁ ରାହା ଦେଖାଉଥିବା ଆଦିତ୍ୟ ଚିରଦିନ ଲାଗି ଆଖି ବୁଜିଦେବେ

ସେନାରେ ନିୟୋଜିତ ସମସ୍ତ ମହିଳା ଅଫିସରଙ୍କୁ ପରମାନେଂଟ କମିସନ୍

ନୂଆଦିଲ୍ଲୀ- ଭାରତୀୟ ସେନାବାହିନୀରେ ନିୟୋଜିତ ସମସ୍ତ ମହିଳା ଅଫିସରଙ୍କୁ ଅବସର ଗ୍ରହଣ ବୟସ ପର୍ଯ୍ୟନ୍ତ ଚାକିରିରେ ରଖିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ମାସେ ସମୟ ଦେଇଛନ୍ତି । ସେନାବାହିନୀରେ ମହିଳା ଅଫିସରଙ୍କୁ ତିନି ମାସ ମଧ୍ୟରେ ପରମାନେଂଟ କମିସନ ଦେବା ପାଇଁ

ଫେସ୍ ବୁକର ରଙ୍ଗ ନୀଳ କାହିଁକି ଜାଣନ୍ତି?

ନୀଳ ରଙ୍ଗର ଏଫ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍ ବୁକ୍ ବୋଲି । ହେଲେ ଏହି ଏଫ୍ ର ରଙ୍ଗ ସବୁବେଳେ ନୀଳ କାହିଁକି? ଜାଶନ୍ତି କି ଏହା ପଛରେ ଥିବା ରହସ୍ୟ? ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ବର୍ଷ ବୟସରଙ୍କ ୨୦୦୮ ମସିହାରେ ଦୁନିଆର ସର୍ବକନିଷ୍ଠ ଯୁବ ଆରବପତି ହୋଇପାରିଥିଲେ ।

ସିଡିଏ ସେକ୍ଟର ୯ରୁ ଉଠିଲା କଂଟେନମେଂଟ କଟକଣା

କଟକ- କଟକ ସିଡିଏ ସେକ୍ଟର ୯ରୁ ଉଠିଲା କଂଟେନମେଂଟ କଟକଣା । ସଂପୃକ୍ତ ଅଂଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଜଟକ ମହାନଗର ନିଗମ ପକ୍ଷରୁ ଜୁନ୍ ୨୮ତାରିଖରୁ ଏହାକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଆଜି ଏହାକୁ ଉଠାଇ ନିଆଯାଉଛି । ୨୭ ତାରିଖରେ ସେକ୍ଟର ୯ର ଆମ୍ବତୋଟା

ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ- ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ ଆରମ୍ଭ । ଆଧରକାର୍ଡରେ ବେଳେ ବେଳେ ତ୍ରୁଟି ପୂର୍ଣ୍ଣ ନାମ, ଠିକଣା ଓ ଫଟୋ ରହିଯାଇଥାଏ । ତେଣୁ ଏହାକୁ ପୁଣି ଥରେ ସଂଶଧୋନ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଆବେଦନ କାରୀ ସ୍ପିଡ୍ ପୋଷ୍ଟ ଜରିଆରେ ୧୫ ଦିନ ଭିତରେ ସଂଶୋଧିତ ଆଧାର