ଚାଇନା ଆପକୁ ପ୍ରତ୍ୟାହାର କରିବ ଆମେରିକା
ୱାଶିଂଟନ- ଚୀନକୁ ପୁଣି ଥରେ ଝଟକା ଲାଗିବାକୁ ଯାଉଛି । ଭାରତ ପରେ ଏବେ ଆମେରିକା ଚାଇନା ଆପକୁ ନିଷେଧ କରିବ । ଏହି ଆପ୍ଗୁଡିକ ମଧ୍ୟରେ ଲୋକପ୍ରିୟ ଆପ୍ ଟିକ୍ଟକ୍ ସମେତ ଅଧିକାଂଶ ଆପ ରହିଛି । ଏହା ପୂର୍ବରୁ ଭାରତ ଟିକଟିକ ସମେତ ଚୀନର ୫୯ ଆପକୁ ବୟକଟ କରିଛି । ଏହା ପରେ ସମ୍ପୃକ୍ତ କମ୍ପାନୀ!-->…