ଲେଜର ଗାଇଡେଡ୍ ବୋମା କିଣିବ ଭାରତ

ନୂଆଦିଲ୍ଲୀ- ଆମେରିକା ଠାରୁ କ୍ଷେପଣାସ୍ତ୍ର ଏବଂ ଲେଜର ଗାଇଡେଡ୍ ବୋମା କିଣିବାକୁ ପ୍ରସ୍ତୁତି ଚଳାଇଛି ଭାରତ । ଏହା ଭାରତୀୟ ସେନାକୁ ଆହୁରି ମଜୁବୁତ କରିବ । ଏଥିପାଇଁ ଭାରତ ୪୦୦ କୋଟି ଡଲାର ଖର୍ଚ୍ଚ କରିବ । ଏହି ଅର୍ଥ ବାବଦରେ ଆମେରିକା ଭାରତକୁ ୩୦ ସି ଗାର୍ଡିୟନ ପ୍ରଦାନ କରିବ ।

ପ୍ଲାଜମା ଥେରାପି କାର୍ଯ୍ୟ ଆରମ୍ଭ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ- କରୋନାରେ ସୁସ୍ଥ ହୋଇ ଘରକୁ ଫେରୁଥିବା ରୋଗୀଙ୍କୁ ପ୍ଳାଜାମା ଦେବା ପାଇଁ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଯେଉଁ ଆକ୍ରାନ୍ତ ସୁସ୍ଥ ହୋଉଛନ୍ତି ସେମାନଙ୍କର ସଂପୂର୍ଣ୍ଣ ଡାଟା ଚିକିତ୍ସିତ ହେଇଥିବା କୋଭିଡ ହସ୍ପିଟାଲରୁ ଆଣି କାଉନସିଲିଂ କରିବା ପାଇଁ

କରୋନାରେ ଆକ୍ରାନ୍ତ ହେଲେ ଜଣେ ବିଧାୟକ

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ତେବେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଉକ୍ତ ବିଧାୟକ କହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ

କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୨ ଆକ୍ରାନ୍ତ । ମୃତକଙ୍କ ଘର ଗଞ୍ଜାମ ଓ ଯାଜପୁର । ବୟସ ଯଥା କ୍ରମେ ୭୭ ଓ ୬୪ ବର୍ଷ । ପୂର୍ବରୁ ସେମାନେ ଉଚ୍ଚ ରକ୍ତ ଚାପ ଓ ମଧୁମେହରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛନ୍ତି । ସେହିପରି ଗଞ୍ଜାମରେ

ଶିଶୁଭବନ ଆଉଟଡୋର ବନ୍ଦ

କଟକ- ଗତ କିଛି ଦିନ ଭିତରେ କଟକରେ କ୍ରମଶଃ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶିଶୁ ଭବନରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଉଟଡୋରକୁ ବନ୍ଦ କରିଦିଆଯାଇଛି । ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ଏହି ସୂଚନା ଦେଇ କହିଛନ୍ତି ଶିଶୁ ଭବନରେ କରୋନା

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ପାର

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଆଜି ପୁଣି ନୂଆ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୩୦୯ ଓ ସ୍ଥାନୀୟ ସଂକ୍ରମଣ ୧୪୭ ରହିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୬୬, ଯାଜପୁର ୫୭,

ଆସନ୍ତା କାଲିଠୁ କଟକରେ ହେବ ଆଂଟିଜେନ୍ ଟେଷ୍ଟ

କଟକ- ଆସନ୍ତାକାଲିଠୁ କଟକରେ ହେବ ଆଂଟିଜେନ୍ ଟେଷ୍ଟ । କଟକରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଏସସିିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ତେବେ କରୋନା ଟେଷ୍ଟ ପରେ ହିଁ ନୂଆ ରୋଗୀଙ୍କୁ

ଭୁଟାନ ସୀମା କବଜା କରିବାକୁ ଚୀନର ଚକ୍ରାନ୍ତ

ନୂଆଦିଲ୍ଲୀ- ଲଦାଖ ଜବାବ ପାଇବା ପରେ ଭୁଟାନ ସୀମା କବଜା କରିବାକୁ ଷଡଯନ୍ତ୍ର କରିୁଛି ଚୀନ । ସାରା ବିଶ୍ୱ ବେଜିଂକୁ ଚାରି ଦିଗରୁ ଘେରିଥିବା ବେଳେ ଭାରତ ଉପରେ ଚାପ ପକାଇବା ପାଇଁ ଚୀନ ଏଭଳି ପଦକ୍ଷେପ ନେଇଛି । ଭାରତ ସହ ଭଲ ସଂପର୍କ ଥିବା ରାଷ୍ଟ୍ରଙ୍କୁ ହଇରାଣ କରିବା ଚୀନର ନୂତନ ରଣନୀତି

କରୋନା ଭାଇରସରୁ ସୁସ୍ଥ ହେଲେ ୧୦୬ ବର୍ଷ ବୟସ୍କ ବୃଦ୍ଧ: ୪ବର୍ଷରେ ସ୍ପାନିଶ ଫ୍ଲୁକୁ କରିଥିଲେ ସାମ୍ନା

ନୂଆଦିଲ୍ଲୀ: ଦିଲ୍ଲୀରେ ଶହେ ବର୍ଷରୁ ଅଧିକ ବୟସର ଜଣେ ବୟସ୍କ ନିକଟରେ କୋଭିଡ-୧୯ରେ ନିଜ ପୁଅଙ୍କ ତୁଳନାରେ ଖୁବ୍ ଶୀଘ୍ର ସୁସ୍ଥ ହୋଇଛନ୍ତି । ସେ ୧୯୧୮ ମସିହାରେ ବ୍ୟାପିଥିବା ସ୍ପାନିଶ ଫ୍ଲୁ ସମୟରେ ସେ ୪ବର୍ଷର ହୋଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ୧୦୬ବର୍ଷ ବୟସ୍କ ଏହି ରୋଗୀ ନିକଟରେ