ଭାରତରେ ଗୋଟିଏ ଦିନରେ ୨୪,୨୪୮ ନୂଆ କରୋନା ସଂକ୍ରମଣ

ନୂଆଦିଲ୍ଲୀ- ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ନୂଆ ୨୪,୨୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪୪୩୨ ସୁସ୍ଥ ହୋଇଥିବା ବେଳେ ୧୯୬୯୩ ଜଣଙ୍କ ମୃତ୍ୟୁ

ଶ୍ରାବଣ ମାସର ପ୍ରଥମ ସୋମବାର : ଶୈବ୍ୟ ପୀଠ ଖାଁ ଖାଁ

ଭୁବନେଶ୍ୱର- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କିନ୍ତୁ ଶିବ ମନ୍ଦିରେ ଦେଖିବାକୁ ମିଳୁନି ଭକ୍ତଙ୍କ ସମାଗମ । ବିଶେଷ କରି କାଉଡିଆ ମାନେ ଜଳଲାଗି ପାଇଁ ଭିଡ ଜମାଇଥାନ୍ତି , ହେଲେ କରୋନା ପ୍ରତିବନ୍ଧକ ସାଜିଛି । ପୁରୀର ଲୋକନାଥ, ଢେଙ୍କାନାଳ କପିଳାସ, ଭୁବନେଶ୍ୱର ଲିଙ୍ଗରାଜ, କଟକ

କଟକ ଚୌଦ୍ୱାର ଜେଲରେ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ଚୌଦ୍ୱାର ଜେଲରେ ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଜଣଙ୍କ ହେଲେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଡ୍ୟୁଟି କରିଥିଲେ । ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଚାର୍ଯ୍ୟ ହରିହର ହସ୍ପିଟାଲରେ

ବର୍ଷେ ଯାଏ ବଢିଲା କରୋନା ନିୟମ ଅବଧି

ଥିରୁଅନନ୍ତପୁରମ- କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ କଡା ନିଷ୍ପତି ନେଇଛନ୍ତି କେରଳ ସରକାର । ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ରବିବାର କେରଳ ସରକାର ଏହି ଘୋଷଣା କରିଛନ୍ତି । ତେବେ କରୋନା ରୋକିବା ପାଇଁ ଏଯାଏଁ କିଛି ଟିକା

ମଝି ଆକାଶରେ ଦୁଇ ବିମାନ ପରସ୍ପର ସହ ଧକ୍କା, ୮ଜଣଙ୍କ ମୃତ୍ୟୁ ସୂଚନା

ୱାସିଂଟନ: ସଡକ ଭଳି ଆକାଶ ପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ମଝି ଆକାଶରେ ଉଡୁଥିବା ବେଳେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଭଳି ଘଟଣା ଏକ ନଦୀ ଉପରେ ଘଟିଥିଲା । ତେଣୁ ଦୁର୍ଘଟଣା ପରେ ବିମାନ ଦୁଇଟି ନଦୀ ମଧ୍ୟକୁ ଖସି ପଡିଛି । ଫଳରେ ବର୍ତମାନ ସୁଦ୍ଧା ୮ଜଣଙ୍କର

ଅପରାଜିତାଙ୍କ ବିରୋଧରେ ମାମଲା, ଆକ୍ସନ ଟେକେନ୍ ରିପୋର୍ଟ ମାଗିଲା ବିଏମସି

ଭୁବନେଶ୍ୱର- କୋଭିଡ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି