ମାଓବାଦୀଙ୍କ ପୋଷ୍ଟରକୁ ନେଇ ଆତଙ୍କ
ବାରିପଦା: ଜିଲ୍ଲାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଉ ମାଓ ପୋଷ୍ଟରକୁ ଦେଖି ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ ଖେଳି ଯାଇିଛି । ଏହି ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶୁକୃଳି ବ୍ଲକର ବାରିଆ ଗ୍ରାମରେ । ସେହି ଗ୍ରାମର ମଧ୍ୟ ଭାଗରେ ନାଲି କାଳିରେ ଲେଖା ଥିବା ଏକ କାଗଜ!-->…