ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍: ନୂଆ ଓ ପୁରୁଣା ବିଲ୍ଡିଂ ବନ୍ଦ

କଟକ- ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ । ତା ମଧ୍ୟରେ କଟକର ସ୍ଥିତି ମଧ୍ୟ ଖୁ୍ବ୍ ବିଗିଡିବାରେ ଲାଗିଛି । ଗତ କିଛି ଦିନ ହେଲା ଲଗାତାର ଭାବେ କଟକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା

ବିଏମ୍ସି ର ତିନି ଜଣ କର୍ମଚାରୀ କରୋନା ପଜେଟିଭ୍: ବହାଘର ଭୋଜିକୁ ଯାଇ ଆକ୍ରାନ୍ତ ହୋଇଥିବା ସୂଚନା..

ଭୁବନେଶ୍ୱର: ବିଡିଏ ପରେ ବିଏମ୍ସି ଅଫିସରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭରକୁ କରୋନା ସଂକ୍ରମଣ ହୋଇଛି । ତେବେ ଏହାକୁ ନେଇ ଇଞ୍ଜିନିୟରିଂ ସେକ୍ସନ ୭ ଦିନ ପାଇଁ ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନା ଅନୁଯାଇ ଇଞ୍ଜିନିୟରିଂ

ରାଜ୍ୟରେ ୯ହଜାର ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୪୬୯ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ୱର- ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୯,୦୭୦ ରେ ପହଂଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୫,୯୩୪ ଜଶ ସୁସ୍ଥ ହୋଇଥିବାବେଳେ ୩,୦୯୦ ଜଣଙ୍କ

ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ

ଖଲିକୋଟ୍: ଗଞ୍ଜାମ ଜିଲ୍ଲା ଖଲିକୋଟ୍ ଥାନା ଅନ୍ତର୍ଗତ ପଥରା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଖଲିକୋଟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର

୧୧ତାରିଖ ଯାଏଁ ଭିସୁଟ ବନ୍ଦ ବୁର୍ଲାରେ ୧୪୪ଧାରା ଜାରୀ

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଗତକାଲି ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସର ଓ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟକୁ ଆଗାମୀ ୧୧ତାରିଖ ଯାଏଁ ବନ୍ଦ ରଖୀବାକୁ ନିଷ୍ପତି ନିଆଯାଇଥିଲା ବେଳେ ଆଜି

ବୋଲବମ୍ ନିଷିଦ୍ଧ

ଭୁବନେଶ୍ୱର: ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବୋଲବମ୍ (କାଉଡିଆ) ଉପରେ ନିଷିଦ୍ଧ ଦେଶ ଜାରୀ କରିଛନ୍ତି । ଶ୍ରାବଣ ମାସରେ କାଉଡିଆଙ୍କ ଭିଡ ଏଡାଇବା ଲାଗି ଆଜି ଏହି କଟକଣା ଜାରୀ କରିଥିଲା ବେଳେ ଦେବାଳୟ ଗୁଡିକୁ ବନ୍ଦ ରଖିବାପାଇଁ ନିର୍ଦେଶ ଦେଇଛନ୍ତି ।

୨୨ହଜାର ଡେଇଁଲା ଦୈନିକ ସଂକ୍ରମଣ

ନୂଆଦିଲ୍ଳୀ: ଭାରତରେ କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦିନକୁ ଦିନ ରେକର୍ଡ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଂଟାରେ ୨୨ହଜାର ୭୭୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୪୪୨ ରୋଗୀ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ତାମିଲନାଡୁରେ ୧ଲକ୍ଷ ଡେଇଁଛି କରୋନା । ଏଠାରେ ଆଜି

ସଫାରିରେ ତାଲା, ୪ମାସ ହେଲା ଗଡ଼ୁନି ୫ ସଫାରି ଗାଡ଼ି

ଭୁବନେଶ୍ୱର: ୨୦୧୯ ମାର୍ଚ୍ଚ ମାସରେ ଚନ୍ଦକା-ଡମପଡ଼ା ଜଙ୍ଗଲରେ ଆରମ୍ଭ ହୋଇଥିଲା ‘ଜଙ୍ଗଲ ସଫାରି’ ପର୍ଯ୍ୟଟକଙ୍କୁ ଚନ୍ଦକା ଜଙ୍ଗଲ ସମେତ ଭରତପୁର ସଂରକ୍ଷିତ ଜଙ୍ଗଲ, ଡେରାସ, ଡମପଡ଼ାର ପ୍ରାକୃତିକ ପରିବେଶରେ ବୁଲାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ପ୍ରଥମ ପର୍ଯ୍ୟାୟରେ ଚନ୍ଦକା

ମାଣ୍ଡାରିନ ବତକ ମୃତ

ଚନ୍ଦକା: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପାଦଚଲା ବିହଙ୍ଗ ସାରଣୀରେ ଥିବା ମାଈ ମାଣ୍ଡାରିନ ବତକର ସକାଳେ ମୃତ୍ୟୁ ଘଟିଛି । ତେବେ ମାଣ୍ଡାରିନ ମୃତ୍ୟୁ କାରଣ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୨ର ବତକଟି ୭ଟି ଛୁଆ ୩ଟି ବଡ଼ ।