ଆଇସିଏସସି ଓ ଆଇଏସସି ୨୦୨୦-୨୧ ବର୍ଷ ଲାଗି ହ୍ରାସ ହେଲା ସିଲାବସ୍, ସିଆଇଏସସିଙ୍କ ନିଷ୍ପତି ଜାଣନ୍ତୁ

ନୂଆଦିଲ୍ଲୀ- କରୋନା ଭାଇରସ୍ ସଂକ୍ରମଣ ଯୋଗୁ ସାରା ଦେଶ ଏବେ ଲକ୍ଡାଉନରେ ରହିଛି । ସ୍କୁଲ ଓ କଲେଜ ବନ୍ଦ ଥିବା ବେଳେ ପିଲାଙ୍କ ପାଠପଢା ମଧ୍ୟ ପ୍ରଭାବିତ ହେଉଛି । ଏଣୁ ୨୦୨୦-୨୧ ଶିକ୍ଷାବର୍ଷରେ ଆଇସିଏସି ଓ ଆଇଏସସି ବୋର୍ଡ ପରୀକ୍ଷା ଲାଗି କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍

ବିଡିଓଙ୍କୁ ରାସ୍ତା ପାଇଁ ଘେରିଲେ ଗ୍ରାମବାସୀ

ଠକୁରମୁଣ୍ଡା: ଚମ୍ପାଜର ଗ୍ରାମ ପଂଚାୟତ ଅଫିସ ଠାରୁ ମାତ୍ର ଅଢେଇ କିମି ଦୂରରେ ଅବସ୍ଥିତ ଅସନବଣି ଗାାଁ ପଂଚାୟତ କାର୍ଯ୍ୟାଳୟ ସାମନାରେ ଏହି ଗାଁକୁ ରାସ୍ତା । କିନ୍ତୁ ଏହି ରାସ୍ତାରେ ଚାରିଚକିଆ ଯାନ ଯାଇ ପାରିବନାହିାଁ ଟିକେ ବର୍ଷାହେଲେ ଏହି ରାସ୍ତାରେ ସାଇକେଲ କିମ୍ବା ମୋଟର ସାଇକେଲ ମଧ୍ୟ

ବସ୍ତିରେ ଗଞ୍ଜାମ ଫେରନ୍ତାଙ୍କୁ ନେଇ ଉତେଜନା

ଭୁବନେଶ୍ୱର: ମଂଚେଶ୍ୱର ଓ ସହିଦନଗର ଥାନା ଅଂଚଳର କିଛି ବସ୍ତିରେ ଗଞ୍ଜାମ ଫେରନ୍ତାଙ୍କୁ ନେଇ ଉତେଜନା ଦେଖାଯାଇଥିଲା । ରାଜ୍ୟରେ ଗଞ୍ଜାମ ସର୍ବାଧିକ କରୋନା ପ୍ରବଣ ଜିଲ୍ଲା ହୋଇଥିବାରୁ ସେଠାରୁ ଭୁବନେଶ୍ୱର ଫେରୁଥିବା ଲୋକଙ୍କୁ ନେଇ ବସ୍ତିଗୁଡ଼ିକରେ ଉତେଜନା ସୃଷ୍ଟି ହୋଇଥିଲା । ତେବେ ଗୋଷ୍ଠୀ

ୟୁକୋ ବ୍ୟାଙ୍କର ନୂତନ ଆଂଚଳିକ ମୁଖ୍ୟ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କ୍ ଭୁବନେଶ୍ୱର ଅଂଚଳର ନୂତନ ଆଂଚଳିକ ମୁଖ୍ୟ ଭାବେ ମହାପ୍ରବନ୍ଧକ ଅରୂପାନନ୍ଦ ଜେନା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହାସହ ସେ ଏସ୍ଏଲ୍ବିସି, ଓଡ଼ିଶାର ଆବହକ ଭାବେ ମଧ୍ୟ କାର୍ଯ୍ୟ କରିବେ । ଶ୍ରୀ ଜେନା ୧୯୯୦ରେ ବ୍ୟଙ୍କରେ ଜଣେ ଅଫିସର ଭାବେ ଯୋଗ ଦେଇଥିଲେ । ତାଙ୍କ

କଳିଙ୍ଗନଗରର ପ୍ରମୁଖ ସମସ୍ୟା ଭିତିଭୂମି ବିକାଶ

ଯାଜପୁର: କଳିଙ୍ଗନଗର ଶିଳ୍ପାଂଚଳରେ ଶିଳ୍ପପତି, ସ୍ଥାନୀୟ ଜନତା ଓ ଶିଳ୍ପ କର୍ମଚାରୀ ବିଭିନ୍ନ ସମସ୍ୟରେ ଛଟପଟ ହେଉଛନ୍ତି । ଶିଳ୍ପପତିଙ୍କୁ ଖଣି, ପାଣି ଓ ଜମି ଆବଶ୍ୟକ ମୁତାବକ ମିଳି ପାରୁନି । ସ୍ଥାନୀୟ ଜନତାଙ୍କୁ ନିଯୁକ୍ତି ଓ କର୍ମ ନିଯୁକ୍ତିର ଅଭାବ ରହୁଛି । ବିସ୍ଥାପିତ ଓ ଜମିହାରଙ୍କୁ

୨୦୨୧ ମାର୍ଚ୍ଚ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର୍ କାର୍ଯ୍ୟ ସରିବ!

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ସୁଦ୍ଧା ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍ର ନିର୍ମାଣ କାମ ସରିବ । ନୂଆ ରୂପରେ ଆବିର୍ଭାବ ହେବ ଖଣ୍ଡଗିରି ଟ୍ରାଫିକ୍ ଛକ । ରାଜଧାନୀର ସମସ୍ତ ଫ୍ଲାଏଓଭର ବ୍ରିଜ୍ ମଧ୍ୟରେ ଏହା ହେବ ସବୁଠାରୁ ସୁନ୍ଦର । ଓଭରବ୍ରିଜ୍ ଉପରେ ଅଂଶ ଯେମିତି ତଳେ ସର୍ଭିସ୍ ରୋଡ୍କୁ ମଧ୍ୟ

ଗଲୱାନ ଉପତ୍ୟାକାରେ ଭାରତ-ଚୀନ ବିବାଦ ଉପରେ ସିନେମା କରିବେ ଅଜୟ ଦେବଗନ

ମୁମ୍ବାଇ: ଦେଶର ରାଜନୀତି ଏବଂ ବଲିଉଡରେ ଗଭୀର ସମ୍ପର୍କ ଦେଖିବାକୁ ମିଳିଥାଏ । ରାଜନୀତି ଯଦି କୌଣସି ବଡ ଧରଣର ଉଥାନ-ପତନ ହୋଇଥାଏ ତେବେ ବଲିଉଡକୁ ସେଥିରେ ଫିଲ୍ମ ନିର୍ମାଣ କରିବାକୁ ବେଶୀ ସମୟ ଲାଗିନଥାଏ । ସେହିପରି ଦେଶରେ ବି ଯଦି କୌଣସି ବଡ ଧରଣର ଘଟଣା ଘଟିଥାଏ ତେବେ ତାହା ଉପରେ ଶୀଘ୍ର

ବିଶ୍ୱର ପ୍ରଥମ ସୁନାର ହେଟେଲ୍ ଖୋଲିଲା : ଏଠାରେ ରହିବା ପାଇଁ ଦେବାକୁ ପଡିବ ଏତିକି ଟଙ୍କା

ହାନୋଇ: ଭିୟେତନାମର ରାଜଧାନୀ ହାନୋଇରେ ଖୋଲିଛି ବିଶ୍ୱର ପ୍ରଥମ ସୁନାର ହେଟେଲ୍ । ଏଠାରେ କବାଟ, କପ୍, ଟେବୁଲ୍, ଝରକା, କଳ, ୱାଶ୍ରୁମ୍, ଖାଇା ବାସନ ସବୁ କିଛି ସୁନାର । ତେବେ ଜୁଲାଇ ୨ ତାରିଖ ଅର୍ଥାତ ଗୁରୁବାର ଠାରୁ ଏହି ହୋଟେଲର ଶୁଭାରମ୍ଭ ହୋଇ ଯାଇଛି । ଏହି ହେଟେଲର ନାଁ ଡୋଲସେ

୩ ଲକ୍ଷ ଲୋକଙ୍କୁ ନାଗରିକତା ଦେବ ବ୍ରିଟେନ୍

ଲଣ୍ଡନ: ହଂକଂ ର ୩ ଲକ୍ଷ ଲୋକଙ୍କୁ ବ୍ରିଟେନ୍ ନାଗରିକତା ଦେବାପାଇଁ ବ୍ରିଟିଶ ସରକାର ବିଚାର କରୁଛନ୍ତି । ସଂସଦରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ୧୯୯୭ ମସିହାରେ ହଂକଂ ପ୍ରଶାସନିକ ଦାୟିତ୍ୱ ଚୀନ୍ ହାତରେ ଦେବା ପୂର୍ବରୁ ବ୍ରିଟେନ୍ ଚୀନ୍ ସହ ଏକ ଚୁକ୍ତି କରିଥିଲା ।