ଜାତିସଂଘର ନୀତି ଅଧିକାରୀ ଓଡିଆ ଝିଅ
ଭୁବନେଶ୍ୱର- ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ଝିଅ ବୈଶାଳୀ ମହାନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟପର ହୋଇଥିବା ବୈଶାଳୀ ଏବେ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ହୋଇଛନ୍ତି । ଚଳିତ ମାସ ୧ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୨୦୧୬ ଅକ୍ସଫୋର୍ଡ!-->…