ସ୍ପାଇସ୍-୨୦୦୦ ବୋମା କ୍ଷଣିକରେ ଉଡାଇଦେବ ବଙ୍କର
ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚିନ ମନମାନିକୁ ଦେଖି ତାକୁ ପ୍ରତିଟି କ୍ଷେତ୍ରରେ କଡା ଜବାବ ଦେବା ପାଇଁ ସଜାଗ ହେବାରେ ଲାଗିଛି ଭାରତ । ବିଦେଶରୁ ବିକଶିତ ମାରଣାସ୍ତ୍ର ଆଣିବା ପାଇଁ ଯୋଜନା ଚଳାଇଛି । ଏବେ ଇସ୍ରାଏଲ୍ରୁ ସ୍ପାଇସ୍-୨୦୦୦ ବୋମାର ବିକଶିତ ଭର୍ସନ ଆଣିବା ଲାଗି ଯୋଜନା!-->…