ମୁମ୍ବାଇରେ ୧୪୪ ଧାରା ଜାରି
ମୁମ୍ବାଇ- ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ସବୁକୁ ନଜରରେ ରଖି ଡେପୁଟି କମିଶନର ଜୁଲାଇ ୧୫ ପର୍ଯ୍ୟନ୍ତ ମୁମ୍ବାଇ ସହରରେ ୧୪୪ ଧାରା ଜାରି କରିଛନ୍ତି । ବିନା କାମରେ କୌଣସି ବ୍ୟକ୍ତି ଏଣେ ତେଣେ ବୁଲାବୁଲି କରିପାରିବ!-->…