କେନାଲରୁ ଶିଶୁକନ୍ୟା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଚନ୍ଦ୍ରଶେଖପୁର ଥାନା ନୀଳାଦ୍ରିବିହାର ବଡ଼କେନାଲରୁ ଶୁକ୍ରବାର ସକାଳେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସକାଳୁ ନଳାଦ୍ରିବିହାର ହାଟର କେତେଜଣ!-->…