ତେଲ ଦରରେ ଲାଗିଲା ବ୍ରେକ୍
ଭୁବନେଶ୍ୱର: ୨୧ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ଲାଗିଲା ବ୍ରେକ୍ । ବର୍ତମାନ ସ୍ଥିର ରହିଛି ତୈଳ ଦର । କିଛିଦିନ ହେବ ତୈଳ ବିପଣନ କମ୍ପାନି ଗୁଡିକ ପେଟ୍ରୋଲ ଦର ୨୫ ପଇସା ଡିଜେଲ ୨୧ ପଇସା ବୃଦ୍ଧି କରିଥିଲେ । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୦.୯୪ ଟଙ୍କା ଥିବା ବେଳେ!-->…