୧୭୦୦ ଲିଟର କିରାସିନି ସହ ପିକ୍ଅପ୍ ଜବତ
ବାଲିକୁଦା: ଚିଙ୍ଗୁଡି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡି ଯାଇଛି । ତେବେ ବାଲିକୁଦା ବ୍ଲକର ସମୁଦ୍ର କୁଳିଆ ଅଂଚଳରେ ଥିବା ବିଭିନ୍ନ ଚିଙ୍ଗୁଡ ଘେରିକୁ ରିତୀ ମତ କିରୋସିନି ଚୋରା ଚାଲାଣ ହେଉଥିବା ଅଭିଯୋଗ ବହୁ ଦିନରୁ ହୋଇ ଆସୁଥିଲା । ଗାଁ ଲୋକେ ଏହି!-->…