୬ ଦୋକାନୀଙ୍କୁ ଜରିମାନା
ବାରିପଦା: କୋଭିଡ୍-୧୯ ନିୟମକୁ ଉଲ୍ଲଙ୍ଘନ କରିବା ଯୋଗୁଁଆଜି ୨୩ ତାରିଖଦିନ ଛଅ ଜଣ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଘଟଣା ଘଟିଛି ମୟୂରଭ ଜିଲ୍ଲା ଅନ୍ତର୍ଗତ କରିିଆ ସହରରେ ସ୍ଥାନୀୟ ଏନ.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କୋଭିଡ୍-୧୯ ନୋଡାଲ ଅଫିସର ଶ୍ରୀ ବିଜୟ ନାୟକ!-->…