ଟ୍ରକ ଆଗକୁ ଡେଇଁ ଯୁବକର ଆତ୍ମହତ୍ୟା

ସୋର,୨୫/୦୬ (ନି.ପ୍ର): ଜଣେ ଯୁବକ ଟ୍ରକ ଆଗକୁ ଡେଇଁ ପଡି ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲ୍ଳାର ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ବାଲେଶ୍ୱର ଜିଲ୍ଲାରେ ୧୬ନଂ ଜାତୀୟ ରାଜପଥ ସୋର ଉତରେଶ୍ୱର ନିକଟରେ ଆଜି ସକାଳେ କିଛି ଲୋକ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ଜଣେ ଯୁବକ ଟ୍ରକ୍

ରାଜ୍ୟରେ ଟିବି ରୋଗୀଙ୍କ ସଂଖ୍ୟା ୫୩୬୧୨

ନୂଆଦିଲ୍ଳୀ,୨୫/୦୬ (ଏଜେନ୍ସି): ଓଡିଶାରେ ୨୦୧୯ରେ ସମୁଦାୟ ଯୁକ୍ଷ୍ମ ରୋଗୀଙ୍କ ସଂଖ୍ୟା ହେଉଛି ୫୩୬୧୨ । ଏଥି ମଧ୍ୟରୁ ପୁରୁଷ ରୋଗୀଙ୍କ ସଂଖ୍ୟା ୩୫୭୫୭ ଥିବା ବେଳେ ମହିଳା ରୋଗୀଙ୍କ ସଂଖ୍ୟା ହେଉଛି ୧୭୭୯୨ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ

ମିଳିଲା ଆଡପ ଅବଢା

ପୁରୀ,୨୫/୦୬ (ନି.ପ୍ର): ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜିଠାରୁ ଆଡପ ଅବଢା ବିକି୍ର ହୋଇଛି । ମହାପ୍ରଭୁଙ୍କ ସକାଳ ଧୂପ ପରେ ଆଡପ ଅବଢା ବିକ୍ରି ଆରମ୍ଭ ହୋଇଛି । ଅବଢା ବିକ୍ରିକୁ ସୁଖଂଳିତ କରିବା ଲାଗି ଭକ୍ତଙ୍କ ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନାକଚଣା ଦ୍ୱାରା ନିକଟରେ ଅବଢା ବିକ୍ରି

ହୀରାକୁଦର ୧୦ଗେଟ୍ ଖୋଲା

ସମ୍ବଲପୁର,୨୪/୦୬ (ନି.ପ୍ର): ପାରମ୍ପରିକ ପୂଜାର୍ଚ୍ଚନା ପରେ ଆଜି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ଆଜି ପୂର୍ବାହ୍ନ ୧୦ଟାରେ ପାରମ୍ପରିକ ପୂଜାଚ୍ଚର୍ନା ପରେ ୧୦ଟି ସୁଇସ୍ ଗେଟ୍ ଖୋଲି ଦିଆଯାଇଛି । ପ୍ରଥମେ ୭ନଂ ସୁଇସ୍ ଗେଟ୍ ଖୋଲାଯିବା ପରେ ୯ନମ୍ବର ଗେଟ୍ ଖୋଲା

ରାଜନୀତି ମହଲରେ ଚର୍ଚ୍ଚା : ସିଦ୍ଧୁଙ୍କ ବାସଭବନରେ ଲଟକିଲା ନୋଟିସ୍

ଅମୃତସର : କଂଗ୍ରେସ ନେତା ନବଜୋତ ସଂହ ସିଦ୍ଧୁଙ୍କ ଘର ସାମ୍ନାରେ ନୋଟିସ୍ ଲଗେଇଛି ବିହାର ପୋଲିସ । କ୍ରିକେଟର ରାଜନେତା ସିଦ୍ଧୁ ଗତ ୨୦୧୯ ଲୋକସଭା ନିର୍ବାଚନ ରାଲିରେ ବିହାରର ମୁସଲମାନ ସଂମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଏକଜୁଟ କରି ତାଙ୍କ ବିରୁଦ୍ଧରେ ଭୋଟ

ପ୍ରଥମେ ଗଲୱାନ ବର୍ତମାନ ଉତର ଲାଦାଖ

ଲଦାଖ : ଗଲୱାନ ଉପତ୍ୟକାରେ ଭାରତ - ଚୀନ ର ସୀମା ବିବାଦ ଥମିବାର ନାଁ ନେଉନାହିଁ । କୂଟନୀତିକ ଆଲୋଚନା ପରେ ଚୀନ ସେଠାରୁ କ୍ୟାମ୍ପ ହଟାଇ ନେଇଥିଲା ।କିନ୍ତୁ ଉତର ଲାଦାଖ ଡେ଼ସପାଙ୍ଗରେ ସେନା ସଜାଉଛି ଚୀନ । ଦୈାଲତ ବେଦ ଓଲ୍ଡରେ ଥିବା ଏୟାର ଷ୍ଟ୍ରିପର ଦକ୍ଷିଣ ପୂର୍ବରେ ଅନୁନ୍ୟ ୩୦ କିମି

କେନାଲ ଶଯ୍ୟାରୁ ଅବାଧରେ ବାଲି ଚାଲାଣ

ନିଶ୍ଚିନ୍ତକୋଇଲି,ତା.୨୦ା୦୬:-ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ୮ନଂ କେନାଲ ଶଯ୍ୟାକୁ ବାଲିମାଫିଆମାନେ ଖନନ କରି ଅବାଧରେ ବାଲି ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ

ପରିବାର ଠାରୁ ଦୂରେଇ ଦେଉଛି କରୋନା

ହାଇଦ୍ରାବାଦ : ଆରୋଗ୍ୟ ହେବା ପରେ ମଧ୍ୟ ରୋଗୀ ପ୍ରତି ବଦଳୁ ନାହିଁ ପରିବାର ଲୋକଙ୍କ ଦୃଷ୍ଟିଭଙ୍ଗୀ । କରୋନା କଷ୍ଟ ଅପେକ୍ଷା ବଳିଯାଉଛି ଅମାନବୀୟ ଚିନ୍ତାଧାରା । ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୫୦ ରୁ ଉର୍ଦ୍ଧ୍ୱ କରୋନା ରୋଗୀଙ୍କୁ ସୁସ୍ଥ ହେବା ପରେ ଡ଼ିସଚାର୍ଜ କରିଦିଆଯାଇ ଘରକୁ

ସାମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୨୫.୦୬.(ନିପ୍ର) : ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଏହାର ନିୟନ୍ତ୍ରଣ ସଂପର୍କରେ ଏକ ବୈ÷ଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ

୧୩ଟି ବିରୋଧି ଦଳର ରାଜ୍ୟସ୍ତରୀୟ ପ୍ରତିବାଦ ଆଜି

ଭୁବନେଶ୍ୱର,୨୪.୬(ନି.ପ୍ର) : ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଏକ ବୈଠକରେ ମିଳିତ ହୋଇ ଆସନ୍ତା କାଲି ୨୬ ତାରିଖରେ କରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହିଦିନ