ଫାଇନାଲ ପରୀକ୍ଷା ବାତିଲ ପାଇଁ ୟୁଜିସିର ପରାମର୍ଶ
ନୂଆଦିଲ୍ଲୀ- ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ବାକି ଥିବା ଫାଇନାଲ ପରୀକ୍ଷା ନକରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଗତ ସେମିଷ୍ଟାରର ଓ ଇଣଂଟରନାଲ ପ୍ରଦର୍ଶନ ଅନୁସାରେ ମାର୍କ ଦେବାକୁ ପରାମର୍ଶ ଦିଆଯାଇଛି । ଦେଶରେ କରୋନା!-->…