ଗଞ୍ଜାମରେ ସରକାରୀ ଅଫିସ୍ ଲୋକଙ୍କ ପାଇଁ ମନା
ବ୍ରହ୍ମପୁର,୨୪.୦୬ (ନି.ପ୍ର) : ଜଣେ ପଦସ୍ତ ସରକାରୀ ଅଫିସର କରୋନାରେ ଆକ୍ରାନ୍ତ ହେବାପରେ ଆଜିଠାରୁ ୧୦ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଜିଲ୍ଳାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ!-->…