ବୋଝ ଉପରେ ନଳିତା ବିଡା

ଭୁବନେଶ୍ୱର: କରୋନା ଦେଶ ଓ ବିଶ୍ୱର ଆର୍ଥିକ ସ୍ଥିତିକୁ ସମ୍ପୁର୍ଣ୍ଣ ରୂପେ ଦୋହଲାଇ ଦେଇଛି । ହୁ ହୁ ହୋଇ ବଢି ଚାଲିଛି ପରିବା ଦର । ସବୁଜ ପରିବା କାଲୋ ପିଛା ୫୦ ଟଙ୍କା ପାର୍ । ଆମିଷ ଦର ଦେଖି ମନ ମରିଯାଉଥିବା ବେଳେ ପରିବା ଦର ଶୁଣି ଲୋକେ କ’ଣ ଖାଇବେ ବୋଲି ଚିନ୍ତାରେ ପଡିଲେଣି । ବୋଝ

ଓଡ଼ିଶା ଲାଇବ୍ରେରୀ ଏକାଡେ଼ମିର ଷଷ୍ଠ ୱେବ୍ନର

ଭୁବନେଶ୍ୱର : ଓଡ଼ିଶା ଲାଇବ୍ରେରୀ ଏକାଡେ଼ମିର ଷଷ୍ଠ ୱେବ୍ନାର ସିରିଜ୍ ଆୟୋଜିତ ହୋଇଯାଇଛି । ଲାଇବ୍ରେରୀ, ସୂଚନା କେନ୍ଦ୍ର , ସଂଗ୍ରହାଳୟର ପ୍ରଫେସନାଲମାନଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ପରିସ୍ଥିତିର ସମାଧାନ ପାଇଁ ଓଡ଼ିଶା ଲାଇବ୍ରେରୀ ଏକାଡେ଼ମି ନିୟମିତ ୱେବ୍ନର ଓ ୱେବକାଷ୍ଟ

୧୫ ହଜାର ଟପିଲା ଦୈନିକ ସଂକ୍ରମଣ

ନୁଆଦିଲ୍ଲୀ(ଏଜେନ୍ସି)- ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୧୫ ହଜାର ୯୬୯ ସଂକ୍ରମିତ ଠାବ ହୋଇଛନ୍ତ । ଗତ କିଛିଦିନ ହେଲା ଦୈନିକ ୧୪ରୁ ୧୫ ହଜାର ମଧ୍ୟରେ ନୂଆ ରୋଗୀ ଚିହ୍ନଟ ହେଉଥିଲା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ୪୬୫ ରୋଗୀ ପ୍ରାଣ

ପୁଣି ଅବସାଦ ନେଲା ଜୀବନ : ଆତ୍ମହତ୍ୟା କଲେ ଏନକାଉଂଟର ସ୍ପେଶାଲିଷ୍ଟ

ପାଟନା : ବିହାରର ଦକ୍ଷ ପୋଲିସ ଅଧିକାରୀ ତଥା ପୂର୍ବତନ ଡ଼ିଏସପି କୃଷ୍ଣ ଚନ୍ଦ୍ର ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୁର୍ବରୁ ସେ ଏକ ନୋଟ ଲେଖିଛନ୍ତି । ସେଥିରେ ଲେଖା ଅଛି “ ମୁଁ ଗତ ୧୬ ବର୍ଷ ଧରି ଚିକିତ୍ସିତ ହେଉଥିଲି । ମାନସିକ ଅବସାଦ ପାଇଁ ମୁଁ ଅନେକ ମାସ

ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

ସମ୍ବଲପୁର,୨୪.୦୬ (ନି.ପ୍ର) : ଆସନ୍ତାକାଲି ହୀରାକୁଦ୍ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂର୍ବାହ୍ନ ୧୦ଟା ପରେ ଯେ କୌଣସି ମୁହୂର୍ତରେ ଖୋଲିବ ହୀରାକୁଦ୍ ଜଳଭଣ୍ଡାରରୁ ଜଳ ଛଡାଯିବ । ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପ୍ରଥମ ବନ୍ୟାଜଳ

ଗଞ୍ଜାମରେ ସରକାରୀ ଅଫିସ୍ ଲୋକଙ୍କ ପାଇଁ ମନା

ବ୍ରହ୍ମପୁର,୨୪.୦୬ (ନି.ପ୍ର) : ଜଣେ ପଦସ୍ତ ସରକାରୀ ଅଫିସର କରୋନାରେ ଆକ୍ରାନ୍ତ ହେବାପରେ ଆଜିଠାରୁ ୧୦ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଜିଲ୍ଳାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ

୪ଘଂଟିଆ ପାରୋଲରେ ରେହମନ୍

କଟକ,୨୪.୦୬ (ନି.ପ୍ର) : ମାଆର ଶ୍ରାଦ୍ଧ କର୍ମରେ ଯୋଗ ଦେବାପାଇଁ ତିହାର ଜେଲରେ ଥିବା ସନ୍ଧିଗ୍ଧ ଆତଙ୍କବାଦୀ ଅବଦୁଲ ରେହମନ ୪ଘଂଟିଆ ପାରୋଲରେ ନିଜ ଗ୍ରାମ ପଶ୍ଚିମକଚ୍ଚ ଗାଁକୁ ଆସିଛି । ଦିଲ୍ଲୀ କୋର୍ଟ ୪ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୂରକ୍ଷା ଭିତରେ ରେହମନକୁ ନିଜ ପୈତୃକ

ଏଲଏସି ନିକଟରୁ ଆଇଇଏସ୍ ନିଖୋଜ

ବଳରାମପୁର : ଭାରତ - ଚୀନ ସୀମାନ୍ତରେ ଚାଲିଥିବା ସଡ଼କ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବାକୁ ଯାଇଥିବା “ଭାରତୀୟ ଇଞ୍ଜିନିୟରିଂ ସେବା”ଅଫିସର ସୁଭାନ ଅଲ୍ଲୀ ନିଖୋଜ । ସୁଭାନଙ୍କ ‘ଜିପ୍ ସି’ ଗାଡ଼ି ନିୟନ୍ତ୍ରଣ ହରାଇ ପାଂଚ ହଜାର ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିବା ସ୍ଥଳେ

ସିଲ୍ ହେଲା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍

ଭୁବନେଶ୍ୱର,୨୪.୦୬ (ନି.ପ୍ର) : କୋଭିଡ୍-୧୯ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲକୁ ସିଲ କରିଦେଇଛି । ସୂଚନା ଯୋଗ୍ୟ ଯେ, ହସ୍ପିଟାଲରୁ ଗତକାଲି ସୁଦ୍ଧା ମୋଟ୍ ୨୭ଜଣ କରୋନା ପଜିଟିଭ