କରୋନିଲ ପାଇଁ ଆଇନଗତ ବିବାଦରେ ଯୋଗ ଗୁରୁ ରାମଦେବ

ଜୟପୁର : ରାଜସ୍ଥାନ ସରକାର ରାମଦେବଙ୍କ ନାଁରେ ମାମଲା ରୁଜୁ କରିବେ । କରୋନା ପ୍ରତିକାର ପାଇଁ ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କୁ ସରକାରଙ୍କ ଅନୁମତି ବ୍ୟତିରେକ ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଏହା ଦୁର୍ନିତି ବୋଲି ସରକାର କହିଛନ୍ତିି । ପତଞ୍ଜଳୀ ପକ୍ଷରୁ ଦାବି

ଆଡପ ମଣ୍ଡପରେ ତିନି ଠାକୁର

ପୁରୀ,୨୪.୦୬ (ନି.ପ୍ର) : ନବଦିନ ବ୍ୟାପି ଘୋଷ ଯାତ୍ରାରେ ଥି୍ବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର , ଦେବୀ ସୁଭଦ୍ରା ଓ ସୁଦର୍ଶନ ଆଜି ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଶରଧା ବାଲିରେ ରଥାରୁଢ ଥିବା ଚତୃର୍ଦ୍ଧା ମୃର୍ତଙ୍କର ଆଜି ସନ୍ଧ୍ୟା ଆଳତୀ ଓ ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀ

୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଷ୍ଟିଭ୍ ବିଙ୍ଗ୍

ନୂଆଦିଲ୍ଲୀ: ଡିପ୍ରେସନ୍ରେ ରହି ୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ହଲିଉଡ ପ୍ରଯୋଜକ ଷ୍ଟିଭ୍ ବିଙ୍ଗ୍ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା ଜଣାପଡିଛି । କରୋନା ଭାଇରସ୍ ପାଇଁ ଷ୍ଟିଭ୍ ଆଇସୋଲେସନରେ ଥିଲେ ଏହି କାରଣରୁ ସେ ଡିପ୍ରେସନକୁ ଯାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର

ଲକ୍ଷ୍ନୌ: କୋଟିଏ ଲୋକଙ୍କୁ ଏକାଥରେ ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର । ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦ୍ତ୍ୟନାଥ ୨୬ ଜୁନ୍ ରେ କୋଟିଏ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଏହାର ଶୁଭାରମ୍ଭ ହେବ ବୋଲି ସୂଚନା

ପାଂଚହଜାର ବ୍ୟକ୍ତିଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର- ରଥ ଯାତ୍ରାରେ ସାମିଲ ହୋଇଥିବା ପଂଚହଜାର ବ୍ୟକ୍ତିଙ୍କର ହେବ କୋଭିଡ ଟେଷ୍ଟ । ବୁଧବାର ପୁଲିସ କର୍ମଚାରୀଙ୍କ ଟେଷ୍ଟ ହୋଇଥିବା ବେଳେ ସମସ୍ତ ସେବାୟତ ଓ ସଫେଇ କର୍ମଚାରୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । ପୁରୀ ସର୍କିଟ ହାଉସରେ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଅଢେଇ

ସୁବାସ ନଗର ବସ୍ତିରେ ଉତେଜନା

ଭୁବନେଶ୍ୱର- ଡୁମଡୁମା ସୁବାସ ନଗର ବସ୍ତିରେ ଉତେଜନା । କଂଟେନମେଂଟ ଜୋନ ଭିତରେ ମିଳୁଥିବା ସମାଗ୍ରୀର ଦର ଆକାଶ ଛୁଆଁ ରହିଥିବା ଲୋକେ ଅଭିଯୋଗ କରିଛନ୍ତି । ଡୁମଡୁମାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିôବାରୁ ବିଏମସ ପକ୍ଷରୁ ସ୍ଥାନୀୟ ଅଂଚଳକୁ କଂଟେନମେଂଟ ଘୋଷଣା

ଗୁଡାରି ବ୍ଲକର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ

ରାୟଗଡା- ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଯନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କରୋନା ପାଇଁ ସରକାରଙ୍କ ନିର୍ଦେଶନାମମା ଓ ପ୍ରବାସୀ ଶ୍ରମିକମାନଙ୍କୁ ଅଧିକରୂୁ ଅଧିକ ଭାବରେ ଶ୍ରମଭିତିକ କର୍ମ ସଂସ୍ଥାନ ଯୋଗାଇବା

ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

ପୁରୀ- ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ରଥଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସାଧୁବାଦ ଜଣାଇବା ସହ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ମଧ୍ୟ ପ୍ରଶାଂସା କରିଛନ୍ତି । ସଠିକ ସମୟରେ

ସାମ୍ବାଦିକଙ୍କୁ ମାରଣାତ୍ମକ ଆକ୍ରମଣ

ଚମ୍ପୁଆ(ନି. ପ୍ର)- ସ୍ଥାନୀୟ ଅଞ୍ଚଳର ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ଗତକାଲି ସନ୍ଧ୍ୟାରେ ମାରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁସାରେ ଚମ୍ପୁଆ ବ୍ଲକ ବ୍ରହ୍ମପୁର କରଞିଆ ଅଞ୍ଚଳର କାର୍ଯ୍ୟରତ ପ୍ରମେୟ ସାମ୍ବାଦିକ ବିଧୁଭୁଷଣ ପତି ସଂଧ୍ୟା ପରେ ଗରକୁ ଫେରିବା

ଲୁଟିନେଲେ ୩ ଲକ୍ଷ ଟଙ୍କାର ଜିନିଷ

ବାଲିକୁଦା ୨୪.୬ ; ବାଲିକୁଦା ଥାନା ଅଧୀନରେ ଦିନକୁ ଦିନ ଚୋରୀ ବଢି ଚାଲିଛି । ଅତୀତରେ ଗୋଟିଏ ଦିନରେ ୬ ଜାଗାରୁ ଚୋରୀ ସମେତ ଗତ ଦୁଇ ସପ୍ତାହ ମଧ୍ୟରେ ୧୫ରୁ ବେଶୀ ଚୋରୀ ଘଟଣା ସାମ୍ବନାକୁ ଆସିଥିବା ବେଳେ ପୁଲିସକୁ ସଭଳି ସଫଳତା ମିଳି ପାରିୁ ନାହିାଁ ଯାହାକୁ ନେଇ ସାରା ଅଂଇଚଳରେ ଅସନ୍ତୋଷ