ଗରବନ୍ଧରେ ଗୋଷ୍ଠୀ ସଂଘର୍ଷ: ୨ ଆହତ

ଯାଜପୁର ତା୨୪/୦୬ (ନି.ପ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ସଂଘବଦ୍ଧ ସଂଘର୍ଷରେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ସହ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉତ୍ତେଜନା ପ୍ରସମିତ କରିବାକୁ ଯାଇଁ

ମହିଳାଙ୍କ ଉପରେ ମଦ ବେପାରୀର ଆକ୍ରମଣ

ଯାଜପୁର,୨୪.୬(ନି.ପ୍ର) : ଜିଲ୍ଲାରେ ଅଧିକନ୍ତୁ କରୋନା ଭୂତାଣୁ ଯେପରି ସଂକ୍ରମିତ ନ ହୁଏ ଜିଲ୍ଳା ପ୍ରଶାସନ ଲକଡ଼ାଉନ୍ ନିୟମ ପାଳନ କରୁଥିବା ବେଳେ ଚଳିତ ମାସ କରୋନା ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡ଼ାଉନ୍ ରୂପେ ଘୋଷଣା କରିଛନ୍ତି । ସଟଡ଼ାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତିତ

ବିଧାୟକ ବିଷ୍ଣୁ ଦାସ ଗୁରୁତର

ଭୁବନେଶ୍ୱର : ତିର୍ତୋଲ ବିଧାୟକ ତଥା ବିଜେଡ଼ିର ବରିଷ୍ଠ ରାଜନେତା ବିଷ୍ଣୁ ଦାସ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ବ୍ରେନଷ୍ଟ୍ରୋକ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏକ ଡ଼ାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ଆଜି

ଦାରିଙ୍ଗିବାଡି ସଟଡାଉନ୍

ଭୁବନେଶ୍ୱର: କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ୍ କରାଯାଇଛି । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଂଚ ରାଧାକାନ୍ତ ପ୍ରଧାନ ଦାରିଙ୍ଗବାଡିକୁ ସଟଡାଉନ୍ କରିଛନ୍ତି । ଡୁଡୁକିବାଡି ଅଂଚଳରୁ ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବାପରେ ସରପଂଚ ଏଭଳି ପଦକ୍ଷେପ

୫ ଦିନରେ ୪୩ ହଜାର ସାଇବର ଆଟାକ

ନୂଆଦିଲ୍ଲୀ: ଲାଦାଖ ସଂଘର୍ଷ ପରେ ଚାଇନା ପକ୍ଷରୁ ଆରମ୍ଭ ହୋଇଛି ସାଇବର ଆଟାକ । ପୂର୍ବ ୫ ଦିନ ମଧ୍ୟରେ ୪୩ ହଜାର ଥର ଭାରତକୁ ସାଇବର ଆକ୍ରମଣ କରିଛି ଚାଇନା । ଭାରତର ପ୍ରତିଷ୍ଠିତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ୱେବ ଏବଂ ବ୍ୟାଙ୍କିଂ ସେକ୍ଟରକୁ ହ୍ୟାକ କରିବାକୁ ଚେଷ୍ଟା ଚଳାଇଛନ୍ତି

କରୋନା ନେଲା ବିଧାୟକଙ୍କ ଜୀବନ

କୋଲକାତା: କରୋନା ସଂକ୍ରମିତ ହୋଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ସେ କିଡ଼ନୀ୍ ଓ ହୃଦ ରୋଗରେ ପୀଡ଼ିତ ଥିବାବେଳେ ବୁଧବାର କୋଲକାତାର ଏକ ଡ଼ାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଝାରସୁଗୁଡା-ସୁନ୍ଦରଗଡ ସୀମାରେ ମାଫିଆଙ୍କ ଲୁଟ୍

ଭୁବନେଶ୍ୱର: ଝାରସୁଗୁଡା-ସୁନ୍ଦରଗଡ ସୀମାରେ ଜୋର ସୋରରେ ଚାଲିଛି ବେଆଇନ ପଥର କାରବାର । ଦୁଇ ଜିଲ୍ଳାର ସୀମା ନିଛାଟିଆ ଘନ ଜଙ୍ଗଲ ଇଲାକା ହୋଇଥିବା କାରଣରୁ ଅତି ସହଜରେ ବେଧଡକ ହୋଇ ପଥର ଲୁଟ୍ କରିବାରେ ଲାଗିପଡିଛନ୍ତି ମାଫିଆ । ଝାରସୁଗୁଡା ଜିଲ୍ଲାର ଓପିଜିସିଠାରୁ ସୁନ୍ଦରଗଡର ମନୋହର କୋଇଲା

ମହାଙ୍ଗା ହେଲା ଡିଜେଲ ଦର

ନୂଆଦିଲ୍ଲୀ- ଗତକିଛି ଦିନ ହେବ ଲଗାତର ଭାବେ ବଢି ଚାଲିଛି ତୈଳ ଦର । ବୁଧବାର ପେଟ୍ରୋଲ ଦର ସ୍ଥିତର ରହି କେବଳ ଡିଜେଲର ଦର ବଢାଯାଇଛି । ଡିଜେଲ ୪୮ ପଇସା ବୃଦ୍ଧି ହୋଇଛି । ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୯ ଟଙ୍କା ୮୮ ପଇସା ହୋଇଥିବା ପେଟ୍ରୋଲ ଦର ୭୯, ୭୬ ଟଙ୍କର ରହିଛି । ପ୍ରଥମ

ହୋମ ୱାର୍କ ଚାପରେ ଜୀବନ ହାରିଲେ ଛାତ୍ରୀ

ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଜଣେ ୧୨ ବର୍ଷୀୟ ଛାତ୍ରୀ ଖୁସି ଅନଲାଇନ କ୍ଲାସ ଓ ହୋମୱାର୍କର ଚାପ ସହି ନପାରି ଆତ୍ମହତ୍ୟା କରିଛନ୍ତି । ଖୁସିର ମା ତାଙ୍କୁ ହୋମୱାର୍କ ଶେଷ କରିବା ପାଇଁ କହିଥିଲେ । କିନ୍ତୁ ଖୁସି କିଛି ସମୟ ପାଇଁ ନିଜ ରୁମ କୁ ଯିବାକୁ ଚାହିଁଥିଲେ । ଦୀର୍ଘ ସମୟ ପରେ

ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମୀଙ୍କ କୋଭିଡ ଟେଷ୍ଟ

ପୁରୀ- ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ବୁଧବାର ପ୍ରାଥମିକ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କ ପରୀକ୍ଷା କରାଯାଇଛି । ପରବର୍ତୀ ସମୟରେ ଅନ୍ୟ ପୁଲିସ କର୍ମଚାରୀଙ୍କ ଟେଷ୍ଟ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିଂରଜନ ମିଶ୍ର କହିଛନ୍ତି । ପୁରୀ ଗୋପବନ୍ଧୁ