ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତିଙ୍କ ଶୁଭେଛା
ନୂଆଦିଲ୍ଲୀ- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଜନସାଧାରଣଙ୍କୁ ଶୁଭେଛାର ବର୍ତା ଜଣାଯାଇଛନ୍ତି । ତାଙ୍କ ବର୍ତାରେ ଜଣାଇଛନ୍ତି ରଥଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଶୋଭା ବାସ୍ତବିକ ଅତୁଳନୀୟ । ଯେତେବେଳେ ଭାରତ!-->…