ସେନାକୁ ମିଳିଲା ପୂର୍ଣ୍ଣ ସ୍ୱାଧୀନତା

ଭୁବନେଶ୍ୱର: ଚୀନ ସେନାକୁ ନିଜ ଢଙ୍ଗରେ ସାବାଡ କରିବା ପାଇଁ ଭାରତୀୟ ସେନାକୁ ମିଳିଛି ପୂର୍ଣ୍ଣ ସ୍ୱାଧୀନତା । ଚୀନସୀମାପଟୁ ଯବାନଙ୍କ ଜୀବନ ପ୍ରତି ବିପଦ ଦେଖାଗଲେ ଏଲଏସିରେ ସେନାକୁ ଗୁଳି ଚଳାଇବାକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଦୁଇ ଦେଶର ପ୍ରଟୋକଲ ଅନୁସାରେ ବର୍ତମାନ ସୁଦ୍ଧା ଅସ୍ତ୍ର

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ପୁରୀ- ରଥ, ପଥ, ଭକ୍ତ ପ୍ରସ୍ତୁତ । ବଡଦାଣ୍ଡରେ ଗଡିବ କାଳିଆ ରଥ । ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଓ ଉତ୍ସାହ । କୋଟିକୋଟି ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ସାଆନ୍ତ । ରଥଯାତ୍ରା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଜଗତର ନାଥ ଜଗନ୍ନାଥଙ୍କ ଆଗରେ

ଭୁବନେଶ୍ୱରରୁ ନୂଆ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରେ ପୁଣି ନୂଆ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସଙ୍ଗରୋଧ ଗୃହର ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ମଂଚେଶ୍ୱରରୁ ୭, ବାଣୀବିହାର ଜଣେ ଓ ୩ ରେଲୱେ କର୍ମଚାରୀ ରହିଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ଘେରିଲେ ବିକ୍ଷୋଭକାରୀ

ଭୁବନେଶ୍ୱର: ଦୁର୍ବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିର୍ଦେଶକଙ୍କ ଅଫିସ୍ ଘେରଉ କରିଛନ୍ତି ବିକ୍ଷୋଭକାରୀ । ମାସିକ ୧୦ ହଜାର ଟଙ୍କା କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି ସଫେଇ କର୍ମଚାରୀ । ସେମାନଙ୍କୁ ମାସିକ ୬ ହଜାର ଦିଆଯାଉଛି ବୋଲି ଜଣେ ମହିଳା