ଦେଢଶୂର ନିର୍ଯ୍ୟାତନା ସହିନପାରି ବାପ ଘରେ ଆଶ୍ରୟ ନେଲେ ଭାଇ ବୋହୂ

ଯାଜପୁର,୨୧.୬ (ନି.ପ୍ର) : ଦିନକୁ ଦିନ ଦେଢଶୂର ନିର୍ଯ୍ୟାତନା ଅସହ୍ୟ ହେବାରୁ ଭାଇଭୋହୂ ବାଧ୍ୟହୋଇ ବାପ ଘରେ ଆଶ୍ରୟ ନେଇଛି । ଅଭିଯୁକ୍ତ ଦେଢଶୂର ବିରୁଦ୍ଧରେ ଥାନାରେ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତକୁ ଦଣ୍ଡିତ କରିବା ପରିବର୍ତେ ଅଭିଯୋଗକାରିଣୀ ଭାଇବୋହୂଙ୍କ ଠାରୁ ପାଂଚ ହଜାର ଟଙ୍କା

ଜଗତସିଂହପୁର ଜିଲ୍ଲ୍। ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଜଗତସିଂହପୁର, ୨୧.୬ (ନି.ପ୍ର.): ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲ୍। ପ୍ରଶାସନ ପକ୍ଷରୁ ଆଗଧାଡିର କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଥିବା ପ୍ରବାସୀମାନଙ୍କୁ ବସ୍,ଟ୍ରାଭେଲର

ବେଆଇନ ମହୁଲ ଗୋଦାମରେ ଚଢାଓ ବିପୁଳ ପରିମାଣର ମହୁଲ ଜବତ

ବାରିପଦା,୨୧.୬ (ନି.ପ୍ର.) : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଯଶିପୁର ଠାରେ ଏକ ବିନା ଲାଇସେନ୍ସ ରେ ମହୁଲ ମହଜୁଦକାରୀ ବ୍ୟବସାୟୀଙ୍କ ମହୁଲ ଗୋଦାମ ଉପରେ ଅବକାରୀ ବିଭାଗ ପକ୍ଷରୁ ପୋଲିସ ଓ ରାଜସ୍ୱ ବିଭାଗୀୟ କର୍ମକର୍ତା ମାନଙ୍କ ସହାୟତାରେ ଗତ ୧୬ ତାରିଖ ଦିନ ସାଢେ ୧୧ଟା ସମୟରେ ଚଢାଓ

ମାଓବାଦୀଙ୍କୁ ଘେରିଛି କରୋନା ଭୟ

ମାଲକାନଗିରି,୨୧.୬ (ନି.ପ୍ର.): ମାଓବାଦୀଙ୍କୁ ଘାରିଛି କରୋନା ଭୟ । କରୋନା ସନ୍ଦେହ ଯୋଗୁ ଛତିଶଗଡ ବିଜାପୁର ଜିଲ୍ଲାରେ ଜଣେ ମାଓ ନେତ୍ରୀଙ୍କୁ ଦଳରୁ ବିଦା କରିଛି ମାଓ ସଙ୍ଗଠନ । ମାଓ ନେତ୍ରୀ ସୁମିତ୍ରା ଚେପା ୨୦୧୦ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇ ଛତିଶଗଡ ଦଣ୍ଢକାରଣ୍ୟ ମାଓ ସଙ୍ଗଠନରେ

ପବଜି ଗେମ୍ ଆପ୍ କାହାର?

ନୂଆଦିଲ୍ଲୀ,୨୧.୬ (ଏଜେନ୍ସି): ଭାରତ ଏବଂ ଚୀନ ସୀମାରେ ଜାରି ରହିଥିବା ଉତେଜନା କାରଣରୁ ଭାରତୀୟ ବଜାରରେ ବର୍ତମାନ ଚାଇନା ଉତ୍ପାଦ ଗୁଡିକୁ ପ୍ରାୟତଃ ବହୁ ଲୋକ କିଣିବା ଲାଗି ନାପସନ୍ଦ କରୁଛନ୍ତି । କେବଳ ସେତିକି ନୁହେଁ, ଲୋକେ ଚାଇନା କଂପାନୀମାନଙ୍କ ଦ୍ୱାରା ବିକଶିତ ହୋଇଥିବା ଆପଗୁଡିକୁ

ସନ୍ଧିକ୍ଷଣରେ ରାଜଧାନୀ : ସମୂହ ସଂକ୍ରମଣ ଆଶଙ୍କା!

ଭୁବନେଶ୍ୱର,୨୧.୬ (ନି.ପ୍ର.): ଏକଦା କରୋନା ହଟସ୍ପଟ ଓ ରେଡ ଜୋନ ଚିହ୍ନିତ ରାଜଧାନୀ କିଛି ଦିନ ଶାନ୍ତି ରେ ନିଶ୍ୱାଶ ମାରିଥିଲା । ନୁଆ ସଂକ୍ରମଣ ଅସୁନଥିଲା । ସରକାର ଆଉ ରାଜଧାନୀ ବାସୀ ଟିକିଏ ଆସ୍ୱସ୍ତ ଥିଲେ । ଏହାକୁ ଆଉ ଟିକିଏ କଡାକଡି କରିବାକୁ ଯାଇ ସପ୍ତହାନ୍ତ ୨ଦିନ ସରକାର ସଟଡାଉନ

ଦେଶରେ ୧୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୨୧.୬ (ଏଜେନ୍ସି): ଦେଶରେ ୧୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ଭାରତରେ ୧୩ ହଜାର ୨୫୪ କୁ ବୃଦ୍ଧି ହେଲା କରୋନା ମୃତ୍ୟୁ । ଏଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ୧୦ହଜାର ୪୬୧ ଥିବାବେଳେ ସକ୍ରିୟ ସଂକାମିତଙ୍କ ସଂଖ୍ୟା ୧,୨୭,୭୫୬ ଜଣ । ଭୁତାଣୁରେ ମହାରାଷ୍ଟ୍ରରେ

ଡକାୟତି ଉଦ୍ୟମ ପଣ୍ଡ; ୩ ଗିରଫ, ୩ ଫେରାର

ଲାଞ୍ଜିଗଡ ୨୧.୬ (ନି.ପ୍ର.): କଳାହାଣ୍ଡି ଜିଲ୍ଲା ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ଦିନକୁ ଦିନ ଚୋରୀ, ତସ୍କରୀ ଓ ଡକାୟତି ବୃଦ୍ଧି ପାଉଥିବାବେଳେ ବିଭିନ୍ନ ଅଞ୍ଚଳରେ ଯୁବକ ନକଲି ନକ୍ସଲ ନାଁରେ ଚାନ୍ଦା ଆଦାୟ କରି ସାଧାରଣ ଲୋକଙ୍କୁ ଭୟଭୀତ କରାଉ ଥିବା ନଜରକୁ ଆସିଥିବା ବେଳେ ଅନେକ ଗୁଡିଏ

ଉପ ରାଜ୍ୟପାଳଙ୍କ ନିର୍ଦେଶକୁ ଦିଲ୍ଲୀ ସରକାରଙ୍କ ବିରୋଧ

ନୁଆଦିଲ୍ଲୀ୨୧.୬ (ଏଜେନ୍ସି): ଦିଲ୍ଲୀରେ କରୋନା ସଂକ୍ରମିତମାନେ ୫ଦିନ କ୍ୱାରେନଟାଇନ ସେଂଟରରେ ରହିବା ବାଧ୍ୟତାମୂଳକ ବୋଲି ଉପରାଜ୍ୟପାଳ ଅନିଲ ବୈଜିଲ ଦେଇଥିବା ନିର୍ଦେଶକୁ ଦିଲ୍ଲୀ ସରକାର ବିରୋଧ କରିଛନ୍ତି । ମୂଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଶନିବାର କହିଛନ୍ତି, କରୋନା ମୁକାବିଲା ଲାଗି

ଓଡିଶାରେ ଆଂଶିକ ସୂର୍ଯ୍ୟପରାଗ

ଭୁବନେଶ୍ୱର,୨୧.୬ (ନି.ପ୍ର.): ମହାକାଶରେ ରବିବାର ସଂଗଠିିତ ହୋଇଥିବା ସୂର୍ଯ୍ୟପରାଗ ଓଡ଼ିଶା ସମେତ ଭାରତର ସବୁ ଅଂଚଳରେ ଦୃଶ୍ୟମାନ ହେଇଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଇଥିଲା ବେଳେ ଓଡ଼ିଶାରେ ୬୧ରୁ ୭୨ ପ୍ରତିଶତ ସୂର୍ଯ୍ୟପରାଗ