ଗୋ ମାଂସ ଭର୍ତି କଣ୍ଟେନର ଜବତ
ବ୍ରହ୍ମପୁର: ଓଡିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ଠାରେ ରବିବାର କଲକାତାରୁ ଚେନ୍ନାଇ ବ୍ରହ୍ମପୁର ୧୬ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ କରାଯାଇଛି । ଏହାକୁ ବଜରଙ୍ଗ ଦଳ କର୍ମକର୍ତ୍ତାମାନେଅଟକାଇଥିଲେ । ଖବର ପାଇ ଇଚ୍ଛାପୁର ଥାନା ପୁଲିସ ଘଟଣାସ୍ଥଳରେ!-->…