ସୂର୍ଯ୍ୟପରାଗ ପରେ କରନ୍ତୁ ଏହି କାର୍ଯ୍ୟ
ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଲାଗିବା ସମୟରେ କେତେକ କାର୍ଯ୍ୟ କରିବା ପାଇଁ ବାରଣ କରାଯାଏ। ସେହିପରି ସୂର୍ଯ୍ୟପରାଗ ଶେଷ ପରେ ମଧ୍ୟ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ପାଇଁ ଜ୍ୟୋତିଷମାନେ ପରାମର୍ଶ ଦିଅନ୍ତି। ଯାହା ଦ୍ବାରା ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ ବୋଲି ବିଶ୍ବାସ!-->…