ପୁଣି ଚିହ୍ନଟ ହେଲେ ୧୭୯ ପଜିଟିଭ
ଭୁବନେଶ୍ୱର- ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭୯ ନୂଆ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ୨୯ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୫୦ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୭, ଖୋର୍ଦ୍ଧା ୨୭, ଅନୁଗୁଳ ୬, ନବରଙ୍ଗପୁର ୧, ଜଗତସିଂହପୁର!-->…