ଦିଲ୍ଲୀରେ କମିବ ଡିଜେଲ ଦର


ନୂଆଦିଲ୍ଲୀ-ଦିଲ୍ଲୀରେ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଡିଜେଲ ଉପରେ ଲାଗୁ ହୋଇଥିବା ୩୦ ପ୍ରତିଶତ ଭାଟକୁ ୧୬.୭୫%କୁ ହ୍ରାସ କରାଯିବ ବୋଲି ନିଷ୍ପତି ହୋଇଛି । ତେଣୁ ଦିଲ୍ଲୀରେ ଡିଜେଲ ଲିଟର ପିଛା ମୂଲ୍ୟ ପୂର୍ବରୁ ୮୨ ଟଙ୍କା ଥିବା ବେଳେ ବର୍ତମାନ ୭୩.୬୪ ପଇସାକୁ ଖସି ଆସିଛି । ରାଜସ୍ଥାନରେ ଡିଜେଲ ଲିଟର ପିଛା ୮୨,୬୪ ରହିଥିବା ବେଳେ ମଧ୍ୟପ୍ରଦେଶରେ ୮୧.୨୯, ମହାରାଷ୍ଟ୍ର ୭୯.୮୧ ଛତିଶଗଡ ୭୯,୬୮ ଓ ଗୁଜୁରାଟରେ ୭୯.୦୫ ଟଙ୍କା ରହିଛି ।

Leave A Reply

Your email address will not be published.

3 × five =