ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶରେ ଉଡିପରିବନି ଡ୍ରୋନ


ନୂଆଦିଲ୍ଲୀ- ଆଜି ଠାରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶ ମାଗୟରେ ଉଡିପରିବନି ଡ୍ରୋନ । ଏ ନେଇ ଦିଲ୍ଲୀ ପୋଲିସ କମିସନର ଏସଏନ ଶ୍ରୀବାସ୍ତବ କହିଛନ୍ତି । ଟ୍ରେନ ସମେତ ପାରା ଗ୍ଳିଡର, ପାରା ମୋଟରସ, ହ୍ୟାଙ୍ଗ ଗ୍ଳିଡର, ଭିଏଭିଏସ, ଭିଏସସ, ମାଇକ୍ରୋଲାଇଟ ଏୟାରକ୍ରାପଟ, ରିମୋଟେଲି ପାଇଲଟେଡ ଏୟାରକ୍ରାପ୍ଟ, ହଟ ଏୟାର ବୋଲୁନସ, କ୍ୱାଡକପ୍ଟର୍ସ ଓ ପାରା ଜମ୍ପିଙ୍ଗ ଉପରେ ମଧ୍ୟ ରୋଗ ଲଗାଯାଇଛି । ଯେଉଁମାନେ ଏହି ନିୟମ ଉଲ୍ଲଘଂନ କରିବେ ଧାରା ୧୮୮ରେ ସେମାନଙ୍କୁ ଦଣ୍ଡିତ କରାଯିବ । ଭାରତରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ଅଗଷ୍ଟ ୧୫ ପର୍ଯ୍ୟ ଏହି ସବୁ ଉପରେ ରୋକ ଲଗାଯାଇଛି ।

Leave A Reply

Your email address will not be published.

1 + six =