ପୂଜାରେ ବସିଛନ୍ତି ମୋଦୀ


ନୂଆଦିଲ୍ଲୀ- ଶ୍ରୀରାମଙ୍କ ନିର୍ମାଣ ପାଇଁ ଆୟୋଜିତ ହୋଇଥିବା ଭୂମି କାର୍ଯ୍ୟ ଅରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭୂମି ପୂଜା ମଣ୍ଡପରେ ବସି ସମସ୍ତ ନୀତିକାନ୍ତି କରୁଛନ୍ତି । ପୂଜା ଶେଷ ହେବାପରେ ମୋଦୀ ଶିଳାନ୍ୟାସ କରିବେ । ଏହି ସମୟରେ ୪୦ କେଜି ଓଜନର ରୂପା ସ୍ଳାବ ପ୍ରତିଷ୍ଠା କରିବେ ଓ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାଯ୍ୟର୍ୟ ଆରମ୍ଭ ହେବ । ଏହି ମଣ୍ଡପରେ ମୋଦୀଙ୍କ ସମେତ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ ରହିଛନ୍ତି

Leave A Reply

Your email address will not be published.

nineteen − 7 =