ନୂଆଦିଲ୍ଲୀ- କରୋନାରୁ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପାରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ ସେ ୧୧ ଦିନ ହୋମ କ୍ୱାରେଂଟାଇନ ଓ ୭ ଦିନ ଯାଏ ନିଜ ସ୍ୱାସ୍ଥ୍ୟ ପାଂଚ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଜୁଲାଇ ୨୬ରେ ଚୌହାନ କାରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ ।