ପୁଣି କୋଭିଡ ସେଂଟରରେ ଅଗ୍ନିକାଣ୍ଡ: ୯ ମୃତ


ହାଇଦ୍ରାବାଦ- ଆନ୍ଧ୍ରପ୍ରଦେଶ ବିଜୟୱାଡା କୋଭିଡ କେୟାର ସେଂଟରରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ସମୟରେ କରୋନା ରୋଗୀଙ୍କ ସମେତ ୪୦ ଜଣ ଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି ।

ଖବର ପାଇ ୫ ଅଗ୍ନିଶମ କର୍ମଚାରୀ ପଂହଚି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ମିଳିଥିବା ସୂଚନାଅନୁଯାୟୀ ନିଆଁ ଲାଗିବା ସମୟରେ ୪୫ ଜଣ କରୋନା ରୋଗୀ ଚିକିତ୍ସିତ ହୋଉଥିଲେ । ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

one × 5 =