ହସ୍ପିଟାଲରେ ସଞ୍ଜୟ ଦତ


ନୂଆଦିଲ୍ଲୀ- ବଲିଓଡ ଅଭିନେତା ସଞ୍ଜୟ ଦତ ଛାତିରେ ଯନ୍ତ୍ରଣା ହେବା ସହ ନିଃଶାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ତାଙ୍କୁ ଶିନବାର ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଭିର୍ତ କରାଯାଇଛି । ତାଙ୍କର କୋଭିଡ-୧୯ ଟେଷ୍ଟ ପରୀକ୍ଷା କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିଛି । ସଞ୍ଜୟ ଦତଙ୍କୁ ଅଣ-କୋଭିଡ ଆୟୁସିରେ ରଖାଯାଇଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

sixteen − five =