ଖାଲି ହେଉଛି ଧାରାବୀ ବସ୍ତି

ମୁ୍ମ୍ବାଇ: ଭାରତର ଅତି ଜନବହୁଳ ଧାରାବୀ ବସ୍ତିରୁ ପ୍ରବାସୀ ଶ୍ରମିକଙ୍କୁ ଖାଲି କରିବାକୁ ମହାରାଷ୍ଟ୍ର ସରକାର ଲାଗି ପଡ଼ିଥିବା ବେଳେ ‘ଶ୍ରମିକ ସ୍ପେସାଲ’ ରେଳଗାଡ଼ିରେ ଚଢ଼ିବା ପାଇଁ ୫ ଲକ୍ଷ ଶ୍ରମିକ ଲମ୍ବାଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ବସ୍‌ରେ ମୁମ୍ବାଇ ମହାନଗରୀର ବିଭିନ୍ନ ବସ୍ତିରୁ ସେମାନଙ୍କୁ ବୁହାଚାଲିଛି। ଏହି ଶ୍ରମିକମାନେ ବିଭିନ୍ନ ନିର୍ମାଣ ସ୍ଥଳ, ଫାକ୍ଟୋରି ଓ ଇଟାଭାଟିରେ କାମ କରୁ୍‌ଥିଲେ।

କେତେକ ଶ୍ରମିକ କହିଛନ୍ତି ଯେ ସେମାନେ କେବେହେଲେ ମୁମ୍ବାଇକୁ ଫେରିବେ ନାହିଁ। ଆଉ କେତେ ଜଣ କହିଛନ୍ତି, ପରିସ୍ଥିତି ପୂରାପୂରି ସୁଧୁରିଲେ ଫେରିବେ।

Leave A Reply

Your email address will not be published.

20 − 14 =