ରାସ୍ତାରେ କେମିକାଲ ସିଞ୍ଚନ କଲେ ମଧ୍ୟ ଭୂତାଣୁ ହଟିବ ନାହିଁ

ନୂଆଦିଲ୍ଲୀ- ରାସ୍ତା ଘାଟରେ କେମିକାଲ ସିଞ୍ଚନ କଲେ ଭୂତାଣୁ ଦୂର ପରିବର୍ତେ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।ମଣିଷ ଶରୀରରେ କ୍ଳୋରିନ କିମ୍ବା ଅନ୍ୟ ବିଷାକ୍ତ ରାସାୟନ ପଡିଲେ ଆଖି ଓ ଚର୍ମ ରୋଗ ସୃଷ୍ଟି କରିବା ସହ କୁପ୍ରଭାବ ପକାଇଥିଏ । ତେଣୁ ଘର ଓ ରାସ୍ତାରେ କେମିକାଲ ସିଞ୍ଚନ କରିବାକୁ ସ୍ୱାସ୍ଥ୍ୟ ସଂଗଠନ ବାରଣ କରିଛି ।

Leave A Reply

Your email address will not be published.

three × 3 =