ନୂଆଦିଲ୍ଲୀ- ସମସ୍ତ ଘରୋଇ ଓ ଅନ୍ତାଜାର୍ତୀୟ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ଯୋଗଇବା ପାଇଁ କେନ୍ଦ୍ରର ଅନୁମତି । ଯାତ୍ରୀଙ୍କୁ ଜଳଖିଆ ଓ ମିଲ ପ୍ୟାକିଂଙ୍ଗ କରି ଦିଆଯିବ । ଯାତ୍ରୀମାନେ ବ୍ୟବହାର କରୁଥିବା ଥାଳି ଥରେ ମାତ୍ର ବ୍ୟବହାର କରାଯିବ ବୋଲି ନିର୍ଦେଶ ରହିଛି । କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିମାନରେ ଯାତ୍ରା କରୁଥିବା ସମୟରେ ଖାଦ୍ୟ ନ ଦେବା ପାଇଁ ସରକାର ନିର୍ଦେଶ ଦେଇଥିଲେ ।