ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ


ନୂଆଦିଲ୍ଲୀ- ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ । କରୋନା ମହାମାରୀ ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ, ରାଜସ୍ଥାନ ଓ ଝାରଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗ ନେବେ । ଏଭଳି ପରିସ୍ଥିତିରେ ଯିବା ଆସିବା ପାଇଁ ବହୁତ ସମସ୍ୟା ହେବ । ତେଣୁ ଏଳଭି ପରିସ୍ଥିତିରେ ପରୀକ୍ଷା ବାତିଲ କରିବା ପାଇଁ ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.

two + one =