୨୦୨୧ରେ ଭାରତକୁ ଆସିବ କରୋନା ଟିକା


ନୂଆଦିଲ୍ଲୀ- ୨୦୨୧ରେ ଭାରତକୁ ଆସିବ କରୋନା ଟିକା । ପୂର୍ବରୁ ଆଶା କରାଯାଉଥିଲା ନଭେମ୍ବର ସୁଦ୍ଧା ଭାରତରେ ଟିକା ପଂହଚିବ । କିନ୍ତୁ ୨୦୨୧ ପୂର୍ବରୁ ଭାରତକୁ କୌଣସି ପ୍ରକାରର ପଞ୍ଜୀକୃତ କରୋନା ଟିକା ମିଳିବ ନାହିଁ । ୨୦୨୧ ପ୍ରଥମ ତିନି ମାସ ମଧ୍ୟରେ ଭାରତ ପାଖରେ ନିଶ୍ଚିତ ଭାବେ ପଞ୍ଜୀକୃତ ଟିକା ପହଂଚିବ । ବିଶ୍ୱରେ କରୋନାକୁ ମାାତ ଦବା ପାଇଁ ପ୍ରସ୍ତୁତ ହେଉଥିବା ଟିକା ମଧ୍ୟରୁ ୪ଟିକୁ ୨୦୨୦ ଶେଷ କିମ୍ବା ୨୦୨୧ ବେଳକୁ ମଞ୍ଜରୀ ମିଳିବ । ଏବେ ଭାରତ ପାଖରେ ୨ଟି କରୋନା ଟିକା ରହିଛି ।

Leave A Reply

Your email address will not be published.

5 − two =