ମୌସୁମୀ ଅଧିବେଶନରେ ସାମିଲ ଥିବା ସମସ୍ତ ସାଂସଦଙ୍କ କରୋନା ଟେଷ୍ଟ


ନୂଆଦିଲ୍ଲୀ- ଅଧିଶେନରେ ସାମିଲ ଥିବା ସମସ୍ତ ସାଂସଦ, ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ହେବ କରୋନା ଟେଷ୍ଟ । ଅଧିବେଶନ ବସିବାର ୭୨ ଘଂଟା ପୂର୍ବରୁ ଏହି ଟେଷ୍ଟ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏହି ଟେଷ୍ଟ କରାଯିବ । ସାଂସଦଙ୍କ ବ୍ୟତୀତ ସେମାନଙ୍କର ବ୍ୟକ୍ତିଗତ ର୍କମଚାରୀ ଓ ଅଧିକାରୀଙ୍କ ବି କରୋନା ଟେଷ୍ଟ କରିବାକୁ ନିଷ୍ପତି ହୋଇଛି । ଟେଷ୍ଟ ପରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ହିଁ ଗୃହରେ ପ୍ରବେଶ କରିବାକୁ ଅନୁମତି ମିଳିବ ।

Leave A Reply

Your email address will not be published.

four × 1 =