ଗୃହମନ୍ତ୍ରୀ ଅମିତ ଶାହ ସୁସ୍ଥ


ନୂଆଦିଲ୍ଲୀ- ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଖୁବ୍ ଶୀଘ୍ର ଡିସଚାର୍ଜ ହୋଇ ଘରକୁ ଫେରିବେ ବୋଲି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ଶାହା କରୋନାରୁ ସୁସ୍ଥ ହୋବା ପରେ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା ।

Leave A Reply

Your email address will not be published.

three × four =