ନୂଆଦିଲ୍ଲୀ- ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହେବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି । ଟ୍ରୋନରେ ଯାତ୍ରା ସମୟରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଟ୍ରୋନରେ ଯାତ୍ରା କରିବା ପୂର୍ବରୁ ଥରମାର୍ଲ ସ୍କ୍ରିନଂଙ୍ଗ କରାଯିବ । ଦିଲ୍ଲୀ ପରିବହନ ମନ୍ତ୍ରୀ କହିଛନ୍ତି ଭଡା ପଇସା ସ୍ମାର୍ଟ କାର୍ଡ ଓ ଅନ୍ୟାନ ଡିଜିଡାଲ ଦ୍ୱାରା ଦେଇ ହେବ ।