ପାନଗଙ୍ଗ ହ୍ରଦ ନିକଟରେ ପୁଣି ମୁହାଁମୁହିଁ ହେଲେ ଭାରତ ଓ ଚୀନ ଦେଶ By Nyayabati Live Last updated Aug 31, 2020 201 0 ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦ ଥମିବାର ନାଧରୁନି । ଗତ ୨୯ ଓ ୩୦ ତାରିଖ ମଧ୍ୟରାତ୍ରିରେ ଲଦାଖ ନିକଟ ପାନଗଙ୍ଗ ହ୍ରଦ ନିକଟରେ ପୁଣି ଥିରେ ଭାରତ ଓ ଚୀନ ମୁହଁମୁହିଁ ହୋଇଛନ୍ତି । ଭାରତ ସୀମାରେ ଚୀନ ଅନୁପ୍ରବେଶ ପରେ ଭାରତୀୟ ସେନା ଏହାକୁ ବିରୋଧ କରିଥିଲେ । 0 201 Share