ସେପ୍ଟେମମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ବିମାନ ସେବା


ନୂଆଦିଲ୍ଲୀ- ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖିବାକୁ ଡିଜିସିଏ ପକ୍ଷରୁ କୁହାଯାଇଛି । ତେବେ ସହମତି ଭିତିରେ ନିର୍ଦ୍ଧିଷ୍ଟ ସ୍ଥାନକୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରା ଯାଇପାରିବ । ଏଥିପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଛି । ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ଜରୁରୀ ସମାଗ୍ରୀ ଦେବା ଅଣିବା କାର୍ଯ୍ୟ ଜାରି ରହିବ ବୋଲି ବିଜ୍ଞପ୍ତିରେ ଜାରି କରାଯାଇଛି ।

Leave A Reply

Your email address will not be published.

9 − four =