ନୂଆଦିଲ୍ଲୀ- ଭାରତ ଓ ଚାଇନ ସମୀମା ବିବାଦ ଭିତରେ  ଲଦାଖରେ ପଂହଚିଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ  ନରଭାଣେ ।  ସେଠାରେ ଦୁଇ ଦିନ ରହି  ସ୍ଥିତି ସମୀକ୍ଷା କରିବା ସହ  ସୁରକ୍ଷା ବ୍ୟବସ୍ଥାର ତଦାରଖ  କରିବେ । ସୀମାରେ ମୃତୟନ ଯବାନଙ୍କ ସହ ଆଲୋଚନା କରିବାର ବ୍ୟବସ୍ଥା ରହିଛି । ବିଶେଷ କରି ପାଙ୍ଗୋଙ୍ଗ ସୋରେ ଭାରତୀୟ  ଯବାନ ଚାଇନାକୁ କଡା ଯବାବ ଦବା  ପାଇଁ ପସ୍ତୁତ ରହିଛନ୍ତିକି ନାହିଁ ତାର ଯାଂଚ  କରିବେ । ପରେ ଏଲଏସିରେ ମୁତୟନ  ବରିଷ୍ଠ  ଅଧିକାରୀଙ୍କ ସହ ମଧ୍ୟ  ବୈଠକ କରିବେ ।