ନୂଆଦିଲ୍ଲୀ-   କରୋନାରେ  ଆଖି ବୁଜିଲେ ବଲିଉଡ ମେଗାଷ୍ଟାର ଦିଲ୍ଲୀପ କୁମାରଙ୍କ ଆଉ ଜଣେ   ଭାଇ ଏହସାନ ଖାନ । ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀପଙ୍କ ଦୁଇ ଭାଇ ଏହସାନ ଓ ଅସଲମ ଅଗଷ୍ଟ ୧୫ରେ କରୋନାରେ ଆକ୍ରାନ୍ତ ହୋଇଥିଲେ ।  ଉଭୟଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତି  କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅସଲମ  ଅଗଷ୍ଟ  ୨୧ ତାରିଖରେ ପ୍ରାଣ ହରାଇଥିଲେ । ଆଜି ଏହସାନ ବି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।