ଦିଲ୍ଲୀ ରାଜଭବନରେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ଦିଲ୍ଲୀ ଉପ ରାଜ୍ୟପାଳ ବାସଭବନରେ ୪ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜଭବନରେ ଏହା ପ୍ରଥମ ପଜିଟିଭ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି । ୪ କରେନା ସଂକ୍ରମଣ ଚିହ୍ନଟ ହେବା ରେ ଅନ୍ୟ କର୍ମଚାରୀଙ୍କୁ ସ୍କାନରରେ ରଖାଯାଇଛି । ଆଗାମୀ ଦିନରେ ସମସ୍ତଙ୍କ କରୋନା ପରୀକ୍ଷା ହେବ ବୋଲି ଜଣା ପଡିଛି । ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜା ଚାଲିଛି ।

Leave A Reply

Your email address will not be published.

2 × two =